ଏହି ଅକ୍ଷରରୁ ଆରମ୍ଭ ନାମର ପୁଅଙ୍କ ଉପରେ ଜଲଦି ଆକର୍ଷିତ ହୁଅନ୍ତି ଝିଅ, ପଢ଼ନ୍ତୁ ଆପଣଙ୍କ ନାଁ ନାହିଁ ତ
ସବୁ ଝିଅ ପ୍ରାୟତଃ ହ୍ୟାଣ୍ଡସମ୍ ଏବଂ ଧନୀ ପୁଅଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ କିଛି ଖାସ୍ ଅକ୍ଷରର ନାମ ଥିବା ପୁଅମାନଙ୍କ ପ୍ରତି ଝିଅ ମାନେ ଅଧିକ ରୁଚି ରଖିଥାନ୍ତି। ଏହି କାରଣରୁ ପୁଅ ଏବଂ ଝିଅଙ୍କର ସମାନ ଗୁଣ ମିଶିଥାଏ।
ଜ୍ୟୋତିଷ ଶାସ୍ତ୍ର…