Browsing Tag

happy lifestyle

ନୂଆ ବର୍ଷକୁ ସୁଖମୟ କରିବାକୁ ଚାହୁଁଛନ୍ତି? ତା’ ହେଲେ କରନ୍ତୁ କଳା ସୋରିଷର ଏହି ଉପାୟ; ଖୋଲିଯିବ ଭାଗ୍ୟ

ପ୍ରତ୍ୟେକ ଲୋକ ନିଜର ନୂଆ ବର୍ଷକୁ ପୁରୁଣା ବର୍ଷଠାରୁ ଭଲ କରିବାକୁ ଚାହାଁନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏଥିପାଇଁ ବି ଅନେକ ପ୍ରକାରର ଉପାୟ ଏବଂ ପ୍ରତିକାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟଗୁଡ଼ିକ ଦ୍ୱାରା ଜାତକରେ ଗ୍ରହ, ନକ୍ଷତ୍ରମାନଙ୍କ ଖରାପ ସ୍ଥିତିକୁ ଠିକ୍‌ କରାଯାଇ ପାରିବ। ସେଥି…

ଆଜି ଘରେ ବନାନ୍ତୁ ସୁଆଦିଆ ପଟାଟୋ ପ୍ୟାନକେକ୍‌, ବନିଯିବ ମାତ୍ର କେଇ ସେକେଣ୍ଡରେ..

ବେଳେବେଳେ ପିଲାମାନେ ଚିଡଚିଡା ହୋଇଯାଉଥିବ ଆପଣ ଲକ୍ଷ କରିଥିବେ । ସେଥିପାଇଁ ପିଲାମାନଙ୍କ ମନ ଖୁସି କରିବା ପାଇଁ ଯଦି ଆପଣ ତାଙ୍କ ମନ ପସନ୍ଦର ଖାଦ୍ୟ ବନାଇ ଖାଇବାକୁ ଦିଅନ୍ତି ତାହେଲେ ହୁଏତ ସେମାନେ ଘରେ ରହିବି ଟିକିଏ ଖୁସି ଅନୁଭବ କରିପାରନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ…

ଖର୍ଚ୍ଚ କରିବାରେ ସବୁଠୁ ଆଗରେ ଥାଆନ୍ତି ଏହି ୩ ରାଶିର ଲୋକେ; ସଞ୍ଚୟ କ’ଣ ଜାଣନ୍ତିନି…ଜାଣନ୍ତୁ ଏମାନଙ୍କ ବିଷୟରେ ଖାସ୍‌…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ ରାଶି ଏବଂ ୨୭ ନକ୍ଷତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ୧୨ଟି ରାଶି ଉପରେ କାହାର ନା କାହାର ଆଧିପତ୍ୟ ରହିଥାଏ, ଯାହାର ପ୍ରଭାବ ଏହି ରାଶିଗୁଡ଼ିକ ସହ ଜଡିତ ଲୋକଙ୍କ ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କେତୋଟି ରାଶି ବିଷୟରେ କହିବୁ, ଯେଉଁମାନେ ମୁକ୍ତ ଭାବରେ…

ହେଙ୍ଗୁ ଏବଂ ଘିଅର ବଡ଼ ଉପକାରିତା, ପେଟ ଜନିତ ସବୁ କଷ୍ଟ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ବ୍ୟବହାର

ନିଜ ରୋଷେଇ ଘରେ ରଖିଥିବା ଅନେକ ଜିନିଷ ଆପଣଙ୍କ କାମରେ ଆସିବ। ଅନେକ ସମୟରେ ପେଟ ଯନ୍ତ୍ରଣା ହୁଏ, ଯାହାପାଇଁ ହଠାତ୍ ଔଷଧ ମିଳିବା ମଧ୍ୟ କଷ୍ଟକର ହୋଇଥାଏ। କିନ୍ତୁ ଯଦି ଆପଣ ଗୁଆ ଘିଅ ପ୍ରତ୍ୟେକ ଦିନ ଖାଇବା ଅଭ୍ୟାସ କରିବେ ତାହା ଆପଣଙ୍କ ପାଇଁ ଭଲ ହେବ। କାରଣ ଏଥିରେ ଅନେକ ପୋଷାକ ତତ୍ତ୍ଵ ଭରି…

ସଂସ୍କାରୀ ବୋହୂ ହୋଇ ଥାଆନ୍ତି ଏହି ରାଶିର ଝିଅ, ଯାଉ ଯାଉ ଶାଶୁଘରକୁ କରି ଦିଅନ୍ତି ସ୍ୱର୍ଗପୁର…ଜାଣନ୍ତୁ କେଉଁମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆମ ଜୀବନରେ ରାଶିଗୁଡ଼ିକର ଖାସ୍‌ ମହତ୍ତ୍ୱ ରହିଛି। କାହିଁକି ନା, ଏହି ୧୨ଟି ରାଶି କୌଣସି ନା କୌଣସି ରୂପରେ ଆମ ଜୀବନକୁ ପ୍ରଭାବିତ କରି ଥାଆନ୍ତି। ପ୍ରତ୍ୟେକ ରାଶିର ଲୋକଙ୍କଠାରେ କିଛି ନା କିଛି ଭିନ୍ନ ବିଶେଷତ୍ତ୍ୱ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ…

ଶନି-କେତୁଙ୍କ କୋପ କିମ୍ବା ପିତୃଦୋଷରୁ ଚିନ୍ତିତ କି? ତା’ ହେଲେ ତୁରନ୍ତ କରନ୍ତୁ ନିମ୍ବ ଗଛର ଏହି ଉପାୟ

ଘରର ଅଗଣା ହେଉ କି ଦାଣ୍ଡ, ନିମ୍ବ ଗଛ ଲଗାଇବା ଭାରତୀୟ ସଂସ୍କୃତିରେ ବହୁତ ଶୁଭ ବୋଲି ଧରାଯାଏ। ନିମ୍ବ ଗଛ ନା କେବଳ ଔଷଧୀୟ ଗୁଣରେ ଭରପୂର ହୋଇଥାଏ, ବରଂ ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ଢେର୍‌ ଅଧିକ ଥାଏ। ମାନ୍ୟତା ରହିଛି ଯେ ଘର ବାହାରେ କିମ୍ବା ଅଗଣାରେ ନିମ୍ବ ଗଛ ଲଗାଇବା ଦ୍ୱାରା ଶନି,…

ଚିନ୍ତା କରିବା କମ କରନ୍ତୁ, ମନ ଓ ମସ୍ତିଷ୍କ ଠିକ ରଖନ୍ତୁ

ଦିନକୁ ଦିନ ଅଧିକ ବଢ଼ିବାରେ ଲାଗିଛି ମାନସିକ ରୋଗୀଙ୍କ ସଂଖ୍ୟା। କୌଣସି ଘଟଣାକୁ ବାରମ୍ବାର ଭାବିବା ଓ ସେହି ବିଷୟରେ ଚିନ୍ତା କରିବା ହେଉଛି ମାନସିକ ରୋଗର ମୁଖ୍ୟ କାରଣ। ଏହା ଛାଡ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଅନେକ ଘଟଣା ଘଟେ, ଯାହାକୁ ନେଇ କିଛି ଲୋକ ବ୍ୟସ୍ତ ହୋଇ ଯାଆନ୍ତି । ପୁଣି ମୁଣ୍ଡ…

ମହାଶିବରାତ୍ରି: ଏହି ସବୁ ରଙ୍ଗର ପୋଷାକ ପିନ୍ଧି ଭୋଳାବାବାଙ୍କୁ କରନ୍ତୁ ପ୍ରସନ୍ନ; ପୂଜା ସଫଳ ହେବା ସହିତ ପୂରଣ ହେବ…

ଆପଣ କେଉଁ ରଙ୍ଗର ପୋଷାକ ପିନ୍ଧୁଛନ୍ତି, ତାହା ବି ଆସ୍ଥା ସହିତ ଜଡ଼ିତ ରହିଥାଏ। ଏଥର ମାର୍ଚ୍ଚ ୧ରେ ପଡ଼ିଛି ମହାଶିବରାତ୍ରି। ଏହି ପବିତ୍ର ଦିନରେ ଭକ୍ତମାନେ କେଉଁ ପୋଷାକ ପରିଧାନ କରିବେ, ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ସାଧାରଣତଃ ଭକ୍ତମାନେ ଏମିତି ରଙ୍ଗର ପୋଷାକ ପିନ୍ଧିବାକୁ…

ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ସୁଜି ସ୍କ୍ରବ୍‌, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ପାଇଁ ସମସ୍ତେ ଚାହନ୍ତି । କିନ୍ତୁ ବର୍ତ୍ତମାନ ଏତେ ମାତ୍ରାରେ ପ୍ରଦୂଷଣ ବଢିବାରେ ଲାଗିଛି ଯେ ଚେହେରା ମଧ୍ୟ ଠିକ ରହୁନାହିଁ । ଏମିତିକି ଅନେକ ପ୍ରକାର ଚର୍ମ ଜନିତ ରୋଗ ବାହାରୁଛି । ଖରା ର ଅଧିକ ତାପମାତ୍ରା ପାଇଁ ଓ ଧୂଳି ପ୍ରଦୂଷଣ ପାଇଁ ଆପଣଙ୍କ…

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ କେସର ମିଶାଇ ପିଅନ୍ତୁ, ସୁସ୍ଥ ରହିବେ

କେସରକୁ ଔଷଧର ମାନ୍ୟତା ଦିଆଯାଇଛି। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଏହା ଭଲ ହୋଇଥାଏ । ଶୀତଦିନରେ କେସର ମିଶା କ୍ଷୀର ସୁବୁଠୁ ଫାଇଦା ଯୋଗାଏ। କେସରରେ ଆଣ୍ଟି ଇନଫ୍ଲାମେଟ୍ରି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଥାଏ । ଏହାସହ ଫାଇବର, ମାଙ୍ଗାନିଜ, ଭିଟାମିନ ସି , ପୋଟାସିୟମ,…

ଯଦି ଆପଣଙ୍କୁ ଆସୁଛି ଏମିତି ସ୍ୱପ୍ନ, ତ ସଫଳତାର ଶୀର୍ଷରେ ପହଞ୍ଚିବେ ଆପଣ; ଜାଣନ୍ତୁ କେଉଁ ସ୍ୱପ୍ନର କ’ଣ ରହିଛି ରହସ୍ୟ…

ସ୍ୱପ୍ନ ଶାସ୍ତ୍ରରେ ଆମେ ଦେଖୁଥିବା ସ୍ୱପ୍ନ ବିଷୟରେ ଅନେକ କଥା କୁହାଯାଇଛି। ପ୍ରତ୍ୟେକ ସ୍ୱପ୍ନର ରହସ୍ୟ ଏବଂ ଅଲଗା ଅଲଗା ଫଳ ରହିଥାଏ। କିଛି ସ୍ୱପ୍ନ ଏମିତି ବି ଥାଏ, ଯାହା ଜଣେ ମଣିଷକୁ ବାରମ୍ବାର ଆସିଥାଏ। ବାରମ୍ବାର ଆସୁଥିବା ଏମିତି ସ୍ୱପ୍ନ ମଣିଷକୁ ଚେତେଇ ଦେବାର କାମ କରିଥାଏ। ଆମେ…

ବିଶ୍ୱାସ କରନ୍ତୁ…ଦୁଇ ଦିନରେ ଶାଶୁଘର ଲୋକଙ୍କ ହୃଦୟରେ କରିବେ ରାଜ୍‌, ବାସ୍‌ ଆପଣାନ୍ତୁ ଏହି ୪ ଉପାୟ

ଯେତେବେଳେ ଝିଅଟିଏ ବିବାହ କରି ତା’ ଶାଶୁଘରକୁ ଯାଏ, ତ ହଜାର ହଜାର ସ୍ୱପ୍ନକୁ ସଜାଇ ଏକ ନୂତନ ଘରେ ପାଦ ରଖିଥାଏ। ସେ କେବଳ ଚାହେଁ ନାହିଁ କି, ସେ ହିଁ ଶାଶୁଘରର ସବୁ ଲୋକଙ୍କ ହୃଦୟ ଜିତି ନେବ, ବରଂ ସମସ୍ତେ ମଧ୍ୟ ତାକୁ ଘରର ନୂତନ ସଦସ୍ୟ ଭାବରେ ଆପଣାଇ ନେବାକୁ ସେ ଚାହିଁଥାଏ। ଯଦି ଆପଣ ବି…