Browsing Tag

happy lifestyle

ନର୍କରେ କଷ୍ଟରେ ଛଟପଟ ହୁଅନ୍ତି ଏହି ୬ ମହାପାପ କରୁଥିବା ଲୋକ, ମର୍ତ୍ତ୍ୟରେ ମଧ୍ୟ ଶାନ୍ତିରେ ବଞ୍ଚି ପାରନ୍ତିନି

ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ। ଗରୁଡ଼ ପୁରାଣରେ ଜୀବନ ଓ ମୃତ୍ୟୁ ସହ ଜଡ଼ିତ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ କଥା କୁହାଯାଇଛି। ଧର୍ମଶାସ୍ତ୍ର ମୁତାବକ, ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଥିବା କଥା ଭଗବାନ ବିଷ୍ଣୁଙ୍କ ଦ୍ୱାରା କୁହାଯାଇଛି, ଯେଉଁଭଳି ଭାବେ ଗୀତାରେ ଲିଖିତ କଥାଗୁଡ଼ିକ ଭଗବାନ…

ଜାଣନ୍ତୁ ଧନତେରସ୍‌ରେ କ’ଣ କିଣିବେ, କ’ଣ କିଣିବେ ନାହିଁ; ଦୁର୍ଭାଗ୍ୟକୁ ଡାକି ଆଣିଥାଏ ଏହି ଜିନିଷର କ୍ରୟ

କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଛି। ଏଥି ସହିତ ଘରେ ଘରେ ଦୀପାବଳିର ପ୍ରସ୍ତୁତି ମଧ୍ୟ ଜୋର୍‌ସୋରରେ ଆରମ୍ଭ ହୋଇ ଗଲାଣି। ଲୋକେ ନିଜ ନିଜ ଘରକୁ ସଫାସୁତରା କରିବା ସହିତ ଶପିଙ୍ଗ୍‌ ମଧ୍ୟ ଆରମ୍ଭ କରି ଦେଲେଣି। ଖାସ୍‌ କରି ଧନତେରସ୍‌ ପାଇଁ କ’ଣ ସବୁ କିଣାକିଣି କରିବେ, ତାକୁ ନେଇ ଏବେଠୁ ଯୋଜନା…

ଭବିଷ୍ୟତକୁ ନେଇ ଏହି ସଙ୍କେତ ଦେଇଥାଏ ଆପଣଙ୍କ ଦାନ୍ତ ମଝିରେ ଥିବା ଫାଙ୍କ, ଜାଣନ୍ତୁ ଶୁଭ ନା ଅଶୁଭ

ସୁନ୍ଦର ଦେଖାଯିବା ପାଇଁ ଲୋକେ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି। ଫେସିଆଲ, ହେୟାର ସ୍ପା ଭଳି ଏବେ ଦାନ୍ତ ଉପରେ ମଧ୍ୟ ଅଧିକ ଫୋକସ୍‌ କରିବାରେ ଲାଗିଛନ୍ତି। ମୋତି ଭଳି ଚମକ ଦାନ୍ତ ପାଇବା ପାଇଁ ଡେଣ୍ଟାଲ କ୍ଲିନିକ୍‌ ଯାଇ କ୍ଲିନିଂ ଆଦି କରାଇ ଥାଆନ୍ତି। ସେହିପରି ଯଦି କାହାର ଦାନ୍ତ ମଝିରେ…

ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦେଇଥାଏ ଏହି ଛୋଟିଆ କାମ, ପ୍ରତିଦିନ କରିବା ଦ୍ୱାରା ଚମକି ଉଠିଥାଏ ଭାଗ୍ୟ

ଜୀବନରେ ସୁଖ-ସମୃଦ୍ଧି ଏବଂ ସଫଳତା ପାଇବା ପାଇଁ କୁଣ୍ଡଳୀରେ କିଛି ଗ୍ରହ ମଜଭୁତ ରହିବା ବହୁତ ଜରୁରୀ ହୋଇଥାଏ। ଏଥି ମଧ୍ୟରେ ସୂର୍ଯ୍ୟ ଏବଂ ଗୁରୁ ଗ୍ରହ ପ୍ରମୁଖ ହୋଇଥାଆନ୍ତି, କାହିଁକିନା, ଏମାନେ ପରାକ୍ରମ ଓ ଆତ୍ମବିଶ୍ୱାସ ବଢ଼ାଇ ଥାଆନ୍ତି। ଏଥି ସହିତ ସଫଳତା ଓ ସମ୍ମାନ ପ୍ରଦାନ କରି ଥାଆନ୍ତି।…

କ’ଣ ଆପଣଙ୍କୁ ଘୃଣା କରୁଛନ୍ତି କି ଲୋକେ, ତ ଜାଣି ରଖନ୍ତୁ ଏହା ହୋଇପାରେ ଅସଲ କାରଣ

କିଛି ଲୋକ ଆପଣଙ୍କୁ ଭଲ ପାଆନ୍ତି, ତ ଆଉ କିଛି ଲୋକ ଆପଣଙ୍କୁ ଘୃଣା କରିବାରେ ଲାଗିଥାଆନ୍ତି। ଲୋକଙ୍କଠାରୁ ମିଳୁଥିବା ଘୃଣା କିଛି ଜଣଙ୍କ ପାଇଁ ଚିନ୍ତାର କାରଣ ବନିଯାଇଥାଏ ଏବଂ ସେମାନେ ମାନସିକ ଅଶାନ୍ତିକୁ ଚାଲି ଯାଇଥାଆନ୍ତି। ତେବେ ଏହି ଘୃଣା ପଛରେ ଅନେକ କାରଣ ହୋଇପାରେ, ଯାହା ବିଷୟରେ ଆପଣ…

ଶନିବାର ଦିନ କରନ୍ତୁ ଏହି ସହଜ ଉପାୟ; ଶନିଦେବ ହେବେ ପ୍ରସନ୍ନ, ମିଳିବ ଶୁଭଫଳ

ଆମ ପୁରାଣରେ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଏବଂ କମଫଳ ଦାତା ବୋଲି କୁହାଯାଇଥାଏ। ସ୍ୱଭାବରେ କଠୋର ହେବା କାରଣରୁ ଶନି ଖରାପ କାମ ଏବଂ ଏହା ଅନୁଯାୟୀ ଦଣ୍ଡ ଦେଇଥାଆନ୍ତି। ଯେବେ ଶନି ଅଶୁଭ ଫଳ ଦେଇଥାଆନ୍ତି, ତ ବ୍ୟକ୍ତିର ଖରାପ ସମୟ ଚାଲିଥାଏ। ଏମିତିରେ ଶନିବାର ଦିନ ଶନିଙ୍କ ପ୍ରଭାବକୁ…

ରାକ୍ଷୀ ପୂର୍ଣ୍ଣିମାରେ ଦେଢ଼ ଘଣ୍ଟା ରହିବ ରାହୁ କାଳ, କରି ବସନ୍ତୁନି ଏହି ୫ଟି ଭୁଲ୍‌

ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଏହି ଦିନ ଭଉଣୀ, ଭାଇର ଲମ୍ବା ଆୟୁଷ ଏବଂ ସୁଖ ସମୃଦ୍ଧି କାମନା କରି ହାତରେ ରାକ୍ଷୀ ବାନ୍ଧିଥାଏ। ଜ୍ୟୋତିଷବିଦ୍‌ କହିଥାଆନ୍ତି ଯେ ରକ୍ଷା ବନ୍ଧନରେ ଅନେକ ଲୋକ ଜଣା ଅଜଣାତରେ ବଡ଼ ବଡ଼ ଭୁଲ୍‌ କରି ବସନ୍ତି, ଯାହାକି ବହୁତ…

ବାସ୍ତୁ ଟିପ୍ସ: ଦାମ୍ପତ୍ୟ ଜୀବନରେ ଖୁସି ଓ ପ୍ରେମ ବର୍ଷା ପାଇଁ ଘରେ ରଖନ୍ତୁ ଏହି ପ୍ରାଣୀର ମୂର୍ତ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ହାତୀର ଯୋଡ଼ା ଫଟୋ କିମ୍ବା ମୂର୍ତ୍ତି ରଖିବା ବହୁତ ଶୁଭ ହୋଇଥାଏ। ପ୍ରାଣୀମାନଙ୍କ ମଧ୍ୟରେ ହାତୀ ବହୁତ କର୍ମଠ ଓ ବୁଦ୍ଧିମାନ ହୋଇଥାଏ। ସେମାନଙ୍କ ପାରିବାରିକ ସମୂହରେ ମାଈ ହାତୀ ଓ ମୁଖିଆଙ୍କୁ ସବୁବେଳେ ପ୍ରାଥମିକତା ଦିଆଯାଇଥାଏ ଏବଂ ସେମାନଙ୍କ ସମ୍ମାନ…

ତମ୍ବା ମୁଦି ପିନ୍ଧିଲେ ମିଳିଥାଏ ଏହି ସବୁ ଲାଭ, କଟି ଯାଇଥାଏ ବଡ଼ ବଡ଼ ଦୋଷ

ପ୍ରାଚୀନ ସମୟରୁ ତମ୍ବା ମୁଦି ପିନ୍ଧିବାର ପରମ୍ପରା ରହି ଆସିଛି। ଜ୍ୟୋତିଷ ଶାସ୍ତ୍ରରେ ତମ୍ବା ମୁଦି ପିନ୍ଧିବା ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ମୁଦି ଧାରଣ କଲେ ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ମଧ୍ୟ ମିଳିଥାଏ। ତମ୍ବାକୁ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହର ଧାତୁ ବୋଲି କୁହାଯାଏ। ଆଜି…

ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ କରେ “ମକା”, ଜାଣନ୍ତୁ ଫାଇଦା

ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ମକା ବହୁତ ଲାଭଦାୟକ ହୋଇଥାଏ। ମକାରେ ଫାଇବର, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭଳି ତତ୍ତ୍ୱ ଭରି ହୋଇ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ଗୁଣ ମହଜୁଦ…

କ୍ରୋଧ-ହିଂସାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତିଦିନ ସେବନ କରନ୍ତୁ ଶାକାହାରୀ ଭୋଜନ

କୁହାଯାଏ ମଣିଷର ବ୍ୟବହାର ସେ ସେବନ କରୁଥିବା ଖାଦ୍ୟରୁ ଜଣାପଡେ । ଅର୍ଥାତ ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ସେଭଳି ଆଚରଣ ମଧ୍ୟ ହୋଇଥାଏ । କିଛି କୁହନ୍ତି, ଯଦି କାହାକୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ତାଙ୍କର ମନ ପସନ୍ଦ ଖାଦ୍ୟ ଦେଇ ଖୁସି କରାନ୍ତୁ । କାରଣ ମନକୁ ଜିତିବାର ରାସ୍ତା…

କୁଣ୍ଡଳୀରେ ଥିବା ଗ୍ରହ ଦୋଷକୁ ଦୂର କରିପାରିବ ଏହି ସବୁ ମସଲା, ଜାଣନ୍ତୁ କେମିତି କରିବେ ଉପଯୋଗ

ଭାରତ ଏକ ଏମିତି ଦେଶ ଅଛି, ଯେଉଁଠି ମସଲାର ସେବନ ଅଧିକ ମାତ୍ରାରେ କରାଯାଇଥାଏ। ଆଉ ଏହି ମସଲାଗୁଡ଼ିକର ସ୍ୱାଦ ବି ବେଶ୍‌ ନିଆରା, ଯାହାକି ଖାଦ୍ୟର ସ୍ୱାଦକୁ ବି ଦୁଇଗୁଣା କରି ଦେଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ସ୍ୱାଦ ବଢ଼ାଇବା ସହିତ ମସଲା ବାସ୍ତୁ ଅନୁସାରେ ବି ବହୁତ ଲାଭଦାୟକ…