Browsing Tag

happy lifestyle

ବାସ୍ତୁ ଟିପ୍ସ: ଗିଫ୍ଟରେ ମିଳିଥିବା ଏହି ସବୁ ଜିନିଷକୁ ଘରୁ ତୁରନ୍ତ କରି ଦିଅନ୍ତୁ ବାହାର, ନଚେତ୍‌ ଜୀବନରେ ମାଡ଼ି ଆସିବ…

ଆମ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି, କେବେ ବି ଭଗବାନ, ମିତ୍ର, ଗୁରୁ ଓ ଝିଅର ଘରକୁ ଖାଲି ହାତରେ ଯିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ମୁତାବକ ଏହା ଜାଣିବା ଉଚିତ ଯେ କାହାକୁ କେଉଁ ଉପହାର ଦେବା ଉଚିତ ଏବଂ ଉପହାର ଆକାରରେ ମିଳିଥିବା ଜିନିଷକୁ ଘରେ ରଖିବା ଉଚିତ କି ନୁହେଁ। ତେବେ ଆଜି ଆମେ…

ଚାଣକ୍ୟ ନୀତି: ଦାମ୍ପତ୍ୟ ଜୀବନରେ ବଜାୟ ରହିବ ସୁଖ-ଶାନ୍ତି, ଯଦି ଖରାପ ସ୍ଥିତିରେ ବି ଆପଣ ଜାରି ରଖିବେ କଥାବାର୍ତ୍ତା

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ସୁଖଦ ଦାମ୍ପତ୍ୟ ଜୀବନରେ ହିଁ ସଫଳତାର ରହସ୍ୟ ଲୁଚି ରହିଥାଏ। ଯେଉଁ ଲୋକଙ୍କର ଦାମ୍ପତ୍ୟ ଜୀବନ ମଧୁର ତଥା ସୁଖ-ଶାନ୍ତିରେ ପୂର୍ଣ୍ଣ ହୋଇଥାଏ, ସେମାନେ ପ୍ରତ୍ୟେକ କାର୍ଯ୍ୟକୁ ବହୁତ ନିପୁଣତାର ସହ କରିବାରେ ସକ୍ଷମ ହୋଇଥାଆନ୍ତି। ଚାଣକ୍ୟଙ୍କ କହିବା ହେଲା,…

ବାସ୍ତୁ ଶାସ୍ତ୍ର: ଏହି ଜିନିଷଗୁଡ଼ିକୁ କଦାପି ଘରେ ଏଣେତେଣେ ରଖନ୍ତୁ ନାହିଁ, ବଢ଼ିଥାଏ ରୋଗ ଓ କଳହ

ଆଜିକାଲି ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ବୈଦ୍ୟୁତିକ ଉପକରଣ ଭରି ହୋଇ ଅଛି। ଲାପ୍‌ଟପ, ମୋବାଇଲ୍‌ ଫୋନ୍‌ଠୁ ଆରମ୍ଭ କରି କମ୍ପ୍ୟୁଟର, ଫ୍ରିଜ୍‌, ଟିଭି, ରେଡିଓ, ଟେଲିଫୋନ୍‌ ଭଳି ଉପକରଣ ଅତି ସାଧାରଣ ହୋଇଗଲାଣି। ଏ ସବୁ ଉପକରଣର ପ୍ରୟୋଗ ସୁବିଧା ତ ବଢ଼ାଇଥାଏ, କିନ୍ତୁ ଆବଶ୍ୟକଠାରୁ ଅଧିକ…

ବାସ୍ତୁ ଟିପ୍ସ: ଘରେ ଅଧିକ ଖର୍ଚ୍ଚ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି କି, ତା’ହେଲେ ଭୁଲ୍‌ରେ ବି ବାଥ୍‌ରୁମରେ…

ବାସ୍ତୁର ପ୍ରଭାବ ଘରର ବାଥ୍‌ରୁମ ଉପରେ ଅଧିକ ପଡ଼ିଥାଏ। ତେଣୁ ଆମେ ବାଥ୍‌ରୁମରେ ଏମିତି କୌଣସି ବି କାମ କରିବା ଉଚିତ ନୁହେଁ, ଯଦ୍ଦ୍ଵାରା ବାସ୍ତୁ ଦୋଷ ଲାଗିବ। ଯଦି ଆମେ ବାଥ୍‌ରୁମରେ ଏହି ସବୁ କାମ କରିବା ନାହିଁ, ତା’ହେଲେ ଅନେକ ସମସ୍ୟାରୁ ଆମକୁ ଛୁଟ୍‌କାରା ମିଳିପାରିବ। ଆସନ୍ତୁ ଜାଣିବା,…

ପ୍ରତ୍ୟେକଙ୍କ ଘରେ ଏହି ୫ଟି ପବିତ୍ର ଜିନିଷ ସର୍ବଦା ରହିବା ଦରକାର, ଏହାଦ୍ୱାରା ଦୂର ହୋଇଯାଇଥାଏ ଅନେକ ଦୋଷ

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ଘର ସୁଖ, ସମୃଦ୍ଧିରେ ପୂରି ଉଠୁ। ଘରେ ଦେବତା ବାସ କରନ୍ତୁ। ଏଥିପାଇଁ ବ୍ୟକ୍ତି ନିଜ ଘରେ ପୂଜାପାଠ ସହିତ ଦାନ, ପୁଣ୍ୟ ମଧ୍ୟ କରିଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି, ମହାଭାରତର ଏକ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଏମିତି କିଛି ପବିତ୍ର…

ଘରକୁ ଆସୁଥିବା ଅତିଥିଙ୍କୁ କଦାପି ପଚାରନ୍ତୁ ନାହିଁ ଏହି ୩ଟି ପ୍ରଶ୍ନ, ଜାଣନ୍ତୁ କାହିଁକି

ଅତିଥିଙ୍କୁ ଆଦର, ସତ୍କାର କରିବା ଏକ ଶିଷ୍ଟାଚାର ହୋଇଥାଏ। ଗ୍ରନ୍ଥ ଅନୁସାରେ, ଏଥିରେ ପୁଣ୍ୟ ବି ବଢ଼ିଥାଏ। ବିଷ୍ଣୁ ପୁରାଣରେ କୁହାଯାଇଛି କି, ଅତିଥି ଘରକୁ ଆସିଲେ ତାଙ୍କୁ କେଉଁ କେଉଁ କଥା ସବୁ କହିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ। ୧. ଶିକ୍ଷା ଉପରେ…

ଦ୍ରୌପଦୀଙ୍କ ଅନୁସାରେ ବିବାହିତା ନାରୀଙ୍କୁ କଦାପି କରିବା ଉଚିତ ନୁହେଁ ଏହି ୭ଟି କାମ, ଜାଣନ୍ତୁ କ’ଣ

ଘର, ଗୃହସ୍ଥୀକୁ ଚଳାଇବା ପାଇଁ ମହିଳାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶୁଦ୍ଧ ଆଚରଣ ଏବଂ ନିଜର ସଦଗୁଣ ଯୋଗୁ ସେମାନେ ପରିବାରର ବଗିଚାକୁ ମହକାଇଥାନ୍ତି। ଘରେ ସୁଖ, ଶାନ୍ତିର ମାହୋଲ ବଜାୟ ରଖିବା ପାଇଁ ମହାଭାରତରେ ଦ୍ରୌପଦୀ ସତ୍ୟଭାମାଙ୍କୁ କିଛି ଖାସ କଥା କହିଥିଲେ। ଏହି…

ଅବସର ଗ୍ରହଣ ପରେ ବି ଆପଣ ଏହି ୩ଟି ଉପାୟରେ କରିପାରିବେ ରୋଜଗାର, ସେଭିଂସ ଉପରେ ଆସିବନି କୌଣସି ଆଞ୍ଚ

ଅବସର ଗ୍ରହଣ ପରେ ପଇସାର ଯେପରି କୌଣସି ଅଭାବ ନ ରହିବ, ସେଥିପାଇଁ ଆପଣଙ୍କ ରୋଜଗାର ଜାରି ରହିବା ଜରୁରୀ। ପେନସନ, ପିଏଫ ଏବଂ ଗ୍ରାଚ୍ୟୁଇଟି ଯେତେ ବି ଥାଉ ନା କାହିଁକି, ସମସ୍ତେ ପଇସାର ଅଭାବରୁ ବଞ୍ଚିବା ପାଇଁ ରୋଜଗାରର କିଛି ନା କିଛି ପନ୍ଥା ବିଷୟରେ ଭାବିଥାନ୍ତି। ବର୍ଷ ବର୍ଷ ଧରି କଠିନ…

ଯେତେ ଚେଷ୍ଟା କଲେ ବି ରାତିରେ ଯଦି ନିଦ ଆସୁନି, ତେବେ ପରିବାର ସଦସ୍ୟ ଏକାଠି କରନ୍ତୁ ରାତ୍ରି ଭୋଜନ 

ମଣିଷ ପାଇଁ ନିଦ ସେତିକି ଜରୁରୀ ହୋଇଥାଏ, ଯେତିକି ଖାଦ୍ୟପେୟ। ରାତିରେ ନିଦ ନ ଆସିବା ଆଜିକା ସମୟରେ ସବୁଠାରୁ ବଡ଼ ସମସ୍ୟା। ନିଦ ପୂରା ନ ହେବା ଦ୍ୱାରା ମଣିଷ ଚିନ୍ତାଗ୍ରସ୍ତ ରହିଥାଏ। କେଉଁଥିରେ ବି ମନ ଲାଗି ନ ଥାଏ। ଯଦି ଆପଣ ବି ଚିନ୍ତାଗ୍ରସ୍ତ ରହୁଛନ୍ତି, ଶୋଇବା ସମୟରେ ଆଦୌ ନିଦ ଆସୁନି,…

ଖୁସି ରହିବା ଆପଣଙ୍କ ଅଧିକାର, ଆପଣାନ୍ତୁ କିଛି ସରଳ ଉପାୟ

ଏହି କରୋନା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅତିରିକ୍ତ କାମ ଅଛି ନଚେତ କୌଣସି କାମ ନାହିଁ । କାହା ପାଖରେ କାମକୁ ଠିକ୍ ସମୟରେ ଶେଷ କରିବା ପାଇଁ ଚାପ ମଧ୍ୟ ଅଛି । ତେଣୁ ଏହି ସମୟରେ ମାନସିକ ଚାପରେ ରହିବା ସ୍ୱାଭାବିକ । ଚାପ ଜୀବନକୁ ନଷ୍ଟ କରିଦିଏ ଏଥିରୁ ଦୂରେଇ ରହିବା ଭଲ ଏକଥା ତ…