ନୂଆବର୍ଷରେ ପାକିସ୍ତାନରେ ଗୁଳିକାଣ୍ଡ, ୧୧ ଆହତ
ଚାରିଆଡେ ନୂଆବର୍ଷ ପାଳନକୁ ନେଇ ଧୁମ୍ ଚାଲିଥିବା ବେଳେ ପାକିସ୍ତାନରେ ଗୁଳିକାଣ୍ଡ । ପାକିସ୍ତାନରେ ନୂଆବର୍ଷରେ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହୋଇ ୧୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପାକିସ୍ତାନ ନ୍ୟୁଜ ଏଜେନ୍ସୀ ସୂଚନା ଦେଇଛି ।
ପୋଲିସ କହିବା ମୁତାବକ, ନୂଆବର୍ଷ ପାଳନ ପାଇଁ…