ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇଲେ ହରଭଜନ ସିଂ, ଭିଡିଓ ଭାଇରଲ ପରେ ଚାରିଆଡେ ଚର୍ଚ୍ଚା
ଆବୁଧାବି : ପହଲଗାମ ଆକ୍ରମଣକୁ ଭୁଲିଗଲେ ହରଭଜନ ସିଂ । ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇଲେ ଏବଂ ହସି ହସି କଥା ହେଲେ । ଯାହାକୁ ନେଇ ବିବାଦରେ ଫସିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ ।
ଖବର ମୁତାବକ, ଆବୁଧାବିରେ ଏବେ ଟି୧୦ କ୍ରିକେଟ୍ ଲିଗ୍ ର ନଭେମ୍ବର ୧୯ ତାରିଖରେ ଆସପିନ୍…