Browsing Tag

hard core criminal

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ପଶି ମା’ ପୁଅଙ୍କୁ ଆକ୍ରମଣ, ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁ ମୃତ

ବ୍ରହ୍ମପୁର(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ରାସ୍ତା ନରଣପୁର ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର ଜଣେ ବ୍ୟକ୍ତି ଘରେ ପଶି ଦୁନିଆ ଓ ମାଆଙ୍କୁ ଆକ୍ରମଣ…

କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ବିଭୂ ସାହୁ ଅପହରଣ ଓ ହତ୍ୟା ମାମଲା: ଆଉ ଦୁଇ ଅଭିଯୁକ୍ତ ଗିରଫ

ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ବିଭୂ ସାହୁ ଅପହରଣ ଓ ହତ୍ୟା ମାମଲାରେ ଆଉ ଦୁଇ ଅଭିଯୁକ୍ତ ଗିରଫ। ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ମାର୍ଶାଘାଇ ଥାନା ପୋଲିସ। ମାର୍ଶାଘାଇ ଥାନା ଭଗବାନପୁର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧି ବିଭୁ ସାହୁକୁ ମେ ୩୧ ତାରିଖରେ…

ବରଗଡ଼: ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଅପରାଧି ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁ, ଡକାୟତି ଉଦ୍ୟମ କରୁଥିବା ବେଳେ ଧରିଲା…

ବରଗଡ଼(କେନ୍ୟୁଜ୍): ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଅପରାଧି ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁ। ବରଗଡ଼ ଟାଉନଥାନା ଅନ୍ତର୍ଗତ ଜମୁଡାରେ ଗତ ଜୁନ ମାସରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଚିଆଁ। ଏ ଘଟଣାରେ ପୋଲିସ ୫ ଜଣ ଅପରାଧୀଙ୍କୁ ଗିରଫ କରିଥିଲା। କିନ୍ତୁ ଫେରାର ଥିଲା ଚିଆଁ।…

ନିଆଳି ଦୁର୍ଦ୍ଦାନ୍ତ ଅପରାଧୀ ଟିଟା ଦାସ ଗିରଫ, ଦୀର୍ଘଦିନ ହେବ ନିଆଳି ଅଞ୍ଚଳରେ ଚଳାଇଥିଲା ଆତଙ୍କରାଜ୍

ନିଆଳି (କେନ୍ୟୁଜ୍): ବିଭିନ୍ନ ଥନାରେ ୨୦ରୁ ଉର୍ଦ୍ଧ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଟିଟା  ଦାସ ଗିରଫ। ତା ନାମରେ ବାଲିପାଟଣା, ବାଲିଅନ୍ତା, ଗୋବିନ୍ଦପୁର, ଓଲଟପୁର ଓ ନିମାପଡା ଥାନାରେ ରାହାଜାନି, ଡକାୟତି ଓ ହତ୍ୟା ଭଳି ମାମଲା ରହିଛି। ଏମିତିକି ନିଆଳି ଥାନାରେ  ମଧ୍ୟ ୫ରୁ…