Browsing Tag

hardcore mao arrest

ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୩ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ବଡ଼ ସଫଳତା। ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ। ଏମାନଙ୍କ ମଧ୍ୟରେ ଦୁଇଜଣ ମହିଳା ନକ୍ସଲ ଥିବା ବେଳେ ସେମାନଙ୍କ ଉପରେ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ…

ମାଲକାନଗିରି : ୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ୩ ହାର୍ଡକୋର ମାଓବାଦୀ ଗିରଫ । ତଙ୍ଗପାଲ ଥାନା ଅନ୍ତର୍ଗତ ଆବାପଲ୍ଲୀ ଜଙ୍ଗଲରେ ଅପରେସନ ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଏହି ୩ ମାଓବାଦୀ ଦକ୍ଷିଣ ବସ୍ତର ଡିଭିଜନାଲ କମିଟିରେ ସକ୍ରିୟ ସଦସ୍ୟ ଥିଲେ ।…