Browsing Tag

hardcore Maoist

ମାଲକାନଗିରି: ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା, କହିଲେ…

କେନ୍ୟୁଜ୍(କେନ୍ୟୁଜ୍): ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ  ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା  ବିକାଶ ।ଏନେଇ ସ୍ୱତନ୍ତ୍ର ସାକ୍ଷାତକାରରେ ସ୍ପଷ୍ଟୀକରଣ ଦେଇଛନ୍ତି  ମାଓ ନେତା । ଡ୍ରୋନ କ୍ୟାମେରାକୁ ଆଧାର କରି ମାଓବାଦୀ ଉପରେ ଏୟାର  ଷ୍ଟ୍ରାଇକ କରିଥିଲା ପୋଲିସ। ଏହାର…

ଆଶା-ଆଶଙ୍କାର ଘଟିଲା  ଅବସାନ, ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ  

କେନ୍ୟୁଜ୍(ବ୍ୟୁରୋ):  ଶହେ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ଆଶା-ଆଶଙ୍କାର ଅବସାନ ହୋଇଛି। ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ ରାକେଶ୍ୱର ମନ୍‌ହାସ। ଛତିଶଗଡ଼ ସରକାରଙ୍କ ୨ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା ଟିମ୍‌ ଓ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ…

ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ପୋଲିସର ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ସନ୍ତୋଷ ପୋଡିଆମୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ । ଡିଆରଜି ପୋଲିସର ଅପରେସନ ବେଳେ ସଫଳତା ମିଳିଛି। ମୃତ ମାଓବାଦୀର ନାଁ ସନ୍ତୋଷ ପୋଡିଆମୀ । ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା ।…

ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାର ଯୋଗାଇଦେବେ ସବୁପ୍ରକାର ସୁବିଧା, ସକ୍ରୀୟ ମାଓବାଦୀଙ୍କୁ ଅପିଲ କଲେ ପୋଲିସ ଡିଜି…

କେନ୍ୟୁଜ୍(ବ୍ୟୁରୋ):  ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଅପିଲ । ଆତ୍ମସମର୍ପଣ ସହ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ଡିିଜିପି । ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଉନ୍ନତ ଥିବା ଟ୍ଵିଟ କରି କହିଛନ୍ତି ପୋଲିସ ଡିଜି । କନ୍ଧମାଳରେ ଏନକାଉଣ୍ଟରରେ ଚାରି ମାଓବାଦୀ…

ମାଲକାନଗିରି ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୪ ଲକ୍ଷ ଟଙ୍କା…

ମାଲକାନଗିରି(କେନ୍ୟୁଜ୍):    ମାଲକାନଗିରି ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ । ଜିପ୍ରୋ ନାଁରେ ୯ଟି ମମଲା ଥିଲା । ୨୦୧୨ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା ଜିପ୍ରୋ ହାବିକା । ମାଲକାନଗିିରି-ବିଶାଖା ବର୍ଡର ଡିଭିିଜନର ଏରିଆ କମିଟି ମେମ୍ବର ଭାବେ…