Browsing Tag

hardcore Naxal killed

ଝାଡ଼ଖଣ୍ଡ ଚାଇବାସାରେ ଏନ୍‌କାଉଣ୍ଟର; ଜଣେ ହାର୍ଡକୋର୍ ନକ୍ସଲ ନିହତ

ରାଉରକେଲା : ଏନକାଉଣ୍ଟରରେ ଟଲିଲା ନକ୍ସଲ । ଝାଡ଼ଖଣ୍ଡ ଚାଇବାସାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଛି । ନକ୍ସଲ ଜୋନାଲ କମାଣ୍ଡର ଅମିତ ହାଁସଦା ଓରଫ୍ ଉପତାନ ନିହତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଆରାହାସା ପଞ୍ଚାୟତର…