Browsing Tag

Haridwar

ହରିଦ୍ୱାରରେ କୋର୍ଟ ଭିତରକୁ ପଶିଲା ଜଙ୍ଗଲି ହାତୀ; ଭାଙ୍ଗିଲା ଗେଟ୍‌ ଓ କାନ୍ଥ…ଲୋକେ ଆତଙ୍କିତ

ଉତ୍ତରାଖଣ୍ଡର ହରିଦ୍ୱାର କୋର୍ଟରେ ହାତୀ ଆତଙ୍କ। ବୁଧବାର ଏଠାରେ ଏକ ଜଙ୍ଗଲି ହାତୀ କୋର୍ଟ ଗେଟ୍‌ ଭାଙ୍ଗି ପରିସର ଭିତରକୁ ପଶି ଆସିଥିଲା। ନିକଟସ୍ଥ ରାଜାଜୀ ଟାଇଗର ରିଜର୍ଭରୁ ହାତୀଟି ଚାଲି ଆସିଥିଲା। ଏସ୍‌ଏସ୍‌ପି ଅଫିସ୍‌ଠାରୁ ପ୍ରାୟ ୧୫୦ ମିଟର ଦୂର ଡିଏମ୍‌ କାର୍ଯ୍ୟାଳୟ ଏବଂ କୋର୍ଟ…

ଝିଅ ବାହାଘରର ୧୦ ଦିନ ପୂର୍ବରୁ ମା’କୁ ଚଢିଲା ପ୍ରେମ ଜ୍ୱର, ସବୁ ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହେଲେ ମହିଳା

କି ଯୁଗ ହେଲା ! ଆଜିକାଲି ଝିଅ ବାହା ହେବ ସମୟରେ ପ୍ରେମିକ ସହିତ ଫେରାର ହେଉଯାଉଛି ମା’। ଏମିତି ଏକ ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରେ ଦେଖିବାକୁ ମିଳିଛି। ଝିଅର ବାହାଘରକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ମହିଳା । ମହିଳା ଜଣକ ଝିଅ ବାହାଘର ପାଇଁ…

ହରିଦ୍ୱାର ଜେଲ୍‌ରେ ୪୩ କଏଦୀ କରୋନା ପଜିଟିଭ୍‌, ସ୍ୱାସ୍ଥ୍ୟ ବିଭାଗର କଡ଼ା ନଜର; ଅଲଗା ଅଲଗା ବାରାକ୍‌ରେ ଆଇସୋଲେଟ୍‌

ଦେଶରେ କରୋନା ମହାମାରୀ ପୁଣିଥରେ ନିଜ ପ୍ରକୋପ ଦେଖାଇଛି। ଉତ୍ତରାଖଣ୍ଡରେ କରୋନା ମାମଲା ଲଗାତାର ବଢ଼ି ଚାଲିଛି। ଏବେ ହରିଦ୍ୱାରର ଜିଲ୍ଲା କାରାଗାରାରେ ୪୩ କଏଦୀ କରୋନା ପଜିଟିଭ ବାହାରିଛନ୍ତି, ଯାହା ପରେ ଜେଲ୍‌ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କଏଦୀଙ୍କୁ…

ହରିଦ୍ବାର ଦର୍ଶନ ହେଲା ଶେଷ ଯାତ୍ରା : ଗଛରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌, ୧୦ ଶ୍ରଦ୍ଧାଳୁ ମୃତ, ୭ ଗୁରୁତର

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଖବର ଉତ୍ତର ପ୍ରଦେଶର ପିଲିଭିତ୍ ଜିଲ୍ଲାର ଗଜରୌଲା ଥାନା ଅଞ୍ଚଳରୁ ଆସିଛି । ଆଜି ସକାଳେ ଜାତୀୟ ରାଜପଥରେ ୧୭ ଜଣ ଭକ୍ତଙ୍କ ଭରପୂର ଏକ ପିକଅପ୍ ଅନିୟନ୍ତ୍ରିତ ହୋଇ ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଏହି ଦୁର୍ଘଟଣାରେ ପିକଅପ୍…

ପତଞ୍ଜଳୀ ଗୁରୁକୁଳ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜବତ ହେଲା ସୁଇସାଇଡ ନୋଟ

ନୂଆଦିଲ୍ଲୀ : ରବିବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ବୈଦିକ କନ୍ୟା ଗୁରୁକୁଳ ଠାରେ ଏକ ଯୁବତୀ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ମଧ୍ୟପ୍ରଦେଶର ବାସିନ୍ଦା…

ହରିଦ୍ୱାରର ଏହି ୫ଟି ଜାଗାରେ ଘୂରି ବୁଲନ୍ତି ପ୍ରେତାତ୍ମା, ରାତିରେ ଗଲେ ଫେରିବା ସମ୍ଭାବନା କମ୍‌!

ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାର, ହିନ୍ଦୁମାନଙ୍କର ଏକ ପବିତ୍ର ତୀର୍ଥସ୍ଥାନ। ଏହା ବହୁତ ପ୍ରାଚୀନ ସହର। ନଗର ନିଗମ ବୋର୍ଡ ଦ୍ୱାରା ଏହା ନିୟନ୍ତ୍ରିତ ହୋଇଥାଏ। ଏଠାରେ ୩୧୩୯ ମିଟର ଉଚ୍ଚରେ ଅବସ୍ଥିତ ଗୋମୁଖରୁ ୨୫୩ କିମି ଯାତ୍ରା କରି ଗଙ୍ଗା ନଦୀ ପ୍ରଥମେ ହରିଦ୍ୱାରର ସମତଳ କ୍ଷେତ୍ରରେ ପ୍ରବାହିତ…