Browsing Tag

harihara besha

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶକୁ ଶ୍ରୀ ଜଗନ୍ନାଥଙ୍କର ରାଧାଦାମୋଦ ବେଶ

ପୁରୀ: ଜୟ ଜଗନ୍ନାଥ ଧ୍ୱନିରେ ପୁରପଲ୍ଲୀ ମୁଖରିତ । ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛନ୍ତି ଭକ୍ତ। କାହିଁକି ନା ଚାଲିଛି ମହାପବିତ୍ର କାର୍ତ୍ତିକ ମାସ । ଧର୍ମ ମାସ କାର୍ତ୍ତିକ । ସନାତନ ଧର୍ମରେ କାର୍ତ୍ତିକ ମାସର ଖାସ୍‌ ମହତ୍ତ୍ୱ ରହିଛି । ତେଣୁ ଏହି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା…

ଆଜି ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ହରିହର ବେଶ

ପୁରୀ(କେନ୍ୟୁଜ): ଆଜି ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ହରିହର ବେଶ। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ…

ଆଜି ପବିତ୍ର ହେରାପଞ୍ଚମୀ, ବାରିପଦାରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ବାରିପଦା(କେନ୍ୟୁଜ୍) : ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା । ଆଜି ମହାପ୍ରଭୁଙ୍କ ପବିତ୍ର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ଆଜି ଦ୍ୱିତୀୟ ଦିନରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏନେଇ ଶ୍ରୀମନ୍ଦିର ଓ ମାଉସୀମା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ…