ଅଧାଗଢ଼ା ମନ୍ଦିର ଓ ଜଳ ମହାଦେବଙ୍କ କିମ୍ବଦନ୍ତୀ, ନିଷ୍ଠା ଓ ଭକ୍ତି ନଥିଲେ ସ୍ପର୍ଶ କରି ପାରିବେନି ପ୍ରଭୁଙ୍କୁ
ଶମ୍ଭୁବାବାଙ୍କ ଲୀଳା ବଡ଼ ବିଚିତ୍ର। କେତେବେଳେ ସେ କେଉଁଠାରେ ଆବିର୍ଭୂତ ହୋଇଛନ୍ତି ତାହା ଜାଣିବା ବି କଷ୍ଟକର। ତେବେ ଏସବୁ ପୀଠମାନଙ୍କ ଭିତରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଅନ୍ୟ କିଛି ଅବହେଳତି ଅବସ୍ଥାରେ ରହିଛି। ହେଲେ ବାବାଙ୍କର କୃପା ଲୋକମାନଙ୍କୁ ସେଠାକୁ ଟାଣି ନେଉଛି। ଦୃଢ଼ ବିଶ୍ୱାସ…