ଦ୍ଵିତୀୟଥର ମା ହେଲେ ହରିୟାଣା ଅଭିନେତ୍ରୀ ସ୍ୱପ୍ନା ଚୌଧୁରୀ
ହରିୟାଣା ସିଙ୍ଗର ଅଭିନେତ୍ରୀ ତଥା ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ ନିଜ ପ୍ରଶଂସକ ମାନଙ୍କୁ ଦେଇଛନ୍ତି ଏକ ବଡ ଖୁସି ଖବର । ସ୍ବପ୍ନାଙ୍କ ଘରେ ଏକ ଶିଶୁପୁତ୍ର ଜନ୍ମ ହୋଇଛନ୍ତି । ହଁ ଆଜ୍ଞା ସ୍ଵପ୍ନା ପୁଣିଥରେ ଦ୍ଵିତୀୟଥର ପାଇଁ ମାଁ ହୋଇଛନ୍ତି । ସ୍ୱପ୍ନା ଯେଉଁଭଳି ଭାବେ ବିବାହ ପରେ ପ୍ରଥମରୁ ହିଁ…