Browsing Tag

hariyana

ଗୁରୁଗ୍ରାମ : କୁସ୍ତିଯୋଦ୍ଧାଙ୍କ ଉପରେ ଦୁର୍ବୃତ୍ତ କଲେ ଆକ୍ରମଣ, ୪ ଆହତ

ହାଇ ଟେକ୍ ସିଟି ଗୁରୁଗ୍ରାମରେ ଏବେ ପ୍ରତିଦିନ ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାରର ତାଜା ମାମଲା ହେଉଛି କୁସ୍ତିଯୋଦ୍ଧାଙ୍କ ଉପରେ ଆକ୍ରମଣ । ବାସ୍ତବରେ ମଙ୍ଗଳବାର ଦିନ କିଛି ଲୋକମାନେ ଅଖାଡାରେ ଅଭ୍ୟାସ କରୁଥିବା କୁସ୍ତିଯୋଦ୍ଧାମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪…

ଜୁନିୟର KBCରେ ୧ କୋଟି ଜିତି ରଚିଲେ ଇତିହାସ, ସବୁଠାରୁ କୁନି ପ୍ରତିଯୋଗୀ ଭାବେ ରାଜ୍ୟ ପାଇଁ ଆଣିଲେ ଗୌରବ

କୁନି ବୟସରେ ନିଜ ଲୁକାୟିତ ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ମୟଙ୍କ । କସ୍ତୁରି ମୃଗ ଯେଉଁଠି ବି ଥିଲେ ତାର ମହକ ଯେପରି ଚାରିଆଡ଼େ ବ୍ୟାପିଯାଏ ଠିକ ସେହିପରି ମୟଙ୍କ ଙ୍କ ପ୍ରତିଭା ବର୍ତ୍ତମାନ ପୂରା ଭାରତ ବର୍ଷରେ ବ୍ୟାପିବାରେ ଲାଗିଛି । ଯିଏ ଶୁଣୁଛି ମୟଙ୍କଙ୍କ ପ୍ରଶଂସା ନକରି ରହି…

୧୪୨ ଛାତ୍ରୀଙ୍କୁ ଯୌନ ଶୋଷଣ, ଏମିତି କାଣ୍ଡ ଭିଆଇଛନ୍ତି ସ୍କୁଲ ପ୍ରିନ୍ସପାଲ

ପ୍ରିନ୍ସପାଲଙ୍କ ବିରୋଧରେ ସଂଘାତିକ ଅଭିଯୋଗ । ୬ ବର୍ଷ ଧରି କରୁଥିଲେ ଯୌନ ଶୋଷଣ । ଜଣେ କି ଦୁଇ ଜଣ ନୁହେ ୧୪୨ ଜଣ ଝିଅ ହୋଇଛନ୍ତି ଏହି ଯୌନ ଶୋଷଣର ଶିକାର । ହରିୟାଣାର ଜିନ୍ଦରେ ଥିବା ଏକ ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…

ଦୀପାବଳି ଭେଟିରେ କର୍ମଚାରୀ ଙ୍କୁ କାର୍ ଉପହାର ଦେଲା ଫାର୍ମା କମ୍ପାନୀ, ଖୁସି ହୋଇଗଲେ କର୍ମଚାରୀ

ଆସୁଛି ଆଲୋକର ପର୍ବ ଦୀପାବଳି। ଆଉ ଏଥର ଦୀପାବଳୀ ଭେଟିରେ କର୍ମଚାରୀଙ୍କୁ ମିଳିବାକୁ ଯାଉଛି କାର ଗିଫ୍ଟ। କଣ ଭାବିଲେ କି ଆମେ ମିଛ କହୁଛୁ ? ନା ଆଜ୍ଞା ଏହା ବିଲକୁଲ ସତ। ଏଥର ଦୀପାବଳୀକୁ ଧ୍ୟାନରେ ରଖି କମ୍ପାନୀ ନିଜ ଏମ୍ପଲୟୀଙ୍କୁ ଦେଉଛି ବଢ଼ିଆ ଉପହାର। ପଞ୍ଚକୁଲାର ଏହି ଫାର୍ମା କମ୍ପାନୀ ନିଜ…

ଶ୍ରମିକଙ୍କ ଆକାଉଣ୍ଟକୁ ହଠାତ୍‌ ଆସିଲା ୨୦୦ କୋଟି, ବ୍ୟକ୍ତିଙ୍କୁ ସୂଚନା ଦେଲା ପୋଲିସ

କୋଟିଏ କି ଦୁଇ କୋଟି ନୁହେଁ ଜଣେ ଦିନ ମଜୁରିଆଙ୍କ ଆକାଉଣ୍ଟକୁ ଆସିଲା ଏକା ଥରେ ୨୦୦ କୋଟି । କଣ କରିବେ କଣ ନାହିଁ କିଛି ବୁଝି ପାରିଲେନି ବ୍ୟକ୍ତି ଜଣଙ୍କ । ତେବେ ଦର୍ଶକ ବନ୍ଧୁ ଆପଣଙ୍କ ସହ ଯଦି ଏପରି ହେବ ଆପଣ କଣ କରିବେ । ଆପଣଙ୍କ ଆକାଉଣ୍ଟରେ ଏଭଳି କୋଟି କୋଟି ଟଙ୍କା ଆସିଲେ ଆପଣଙ୍କ ହୋସ…

ଭାଇଚାରାର ଗାଁ ବଧାଇ ଖେଡ଼ାରେ କେବେ ବି ହୋଇନାହିଁ FIR

ଆଜିର ଯୁଗରେ ଲୋକମାନେ ନିଜ ପରିବାରରେ ପରସ୍ପର ବିରୁଦ୍ଧରେ ଯିବାକୁ ପଛାଉନାହାନ୍ତି | ଛୋଟ ବିବାଦ ହେଉ ନ କାହିଁକି ମତ ଭେଦ ହେବା ମାତ୍ରେ ତାହା ହିଂସାର ରୂପ ନେଉଛି । ଏମିତି ଅନେକ ଉଦାହରଣ ଆପଣ ଏବେ ଦେଖିବାକୁ ପାଉଥିବେ । ଅନେକ ଥର ଲୋକମାନେ ପାରସ୍ପରିକ ସଂଘର୍ଷରେ ନିଜ ଲୋକଙ୍କୁ ମଧ୍ୟ ହତ୍ୟା…

ମହଙ୍ଗା ପଡ଼ିଲା ଅଜଣା ଯୁବତୀଙ୍କ ସହ ବନ୍ଧୁତା: ଘରକୁ ଡାକି ଜବରଦସ୍ତି ଉଠାଇଲେ ଅଶ୍ଳୀଳ ଫଟୋ, ବ୍ଲାକ୍‌ମେଲ୍‌ କରି ଠକି…

ହରିୟାଣା: ସୋସିଆଲ ମିଡିଆରେ ଭିଡିଓ କଲ୍‌ କରି ଅଶ୍ଳୀଳ ଫଟୋ ନେଇ ବ୍ଲାକ ମେଲିଂ ଘଟଣା ତ ଆମେ ସବୁବେଳେ ଦେଖୁଛେ। କିନ୍ତୁ ହରିୟାଣାର ହିସାରରୁ ଏବେ ଏକ ନୂଆ ଉପାୟରେ ବ୍ଲାକ୍‌ମେଲିଂ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୀଡ଼ିତ ଯୁବକଙ୍କ ସହ ଜଣେ ଯୁବତୀ ଫୋନ୍‌ରେ ପ୍ରଥମେ ବନ୍ଧୁତା କରିଥିଲା।…

ମାଟ୍ରିକ ପରୀକ୍ଷାରେ ଗଣିତରେ ପ୍ରଥମେ ମିଳିିଥିଲା ୨ ମାର୍କ, କିନ୍ତୁ ପୁନଃମୂଲ୍ୟାୟନ ପରେ ମିଳିଛି ୧୦୦ରୁ ୧୦୦

ପରୀକ୍ଷାରେ କମ୍‌ ମାର୍କ ରହିଥିବା ଛାତ୍ରଛାତ୍ରୀ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବା ଏକ ସାଧାରଣ କଥା। ରି ମାର୍କିଂ ପରେ ୫ –୧୦ ମାର୍କ ବଢ଼ିଥାଏ। କିନ୍ତୁ ହରିୟାଣାରେ ପୁନଃ ମୂଲ୍ୟାୟନ ପରେ ଜଣେ ଛାତ୍ରୀଙ୍କ ମାର୍କ ୨ରୁ ବଢ଼ି ସିଧାସଳଖ ୧୦୦ ହୋଇଛି। ଝିଅଟିର ରିମାର୍କିଂ ରେଜଲ୍ଟ ଆସିବା ପରେ…

ଲକଡାଉନରେ ଏକା ରହୁଥିବା ବୃଦ୍ଧଙ୍କ ଜନ୍ମଦିନରେ କେକ ନେଇ ପହଞ୍ଚିଗଲେ ପୋଲିସ, ଆଉ କହିଲେ ଆମେ ବି ଆପଣଙ୍କ ପିଲା,…

ଦେଶରେ କରୋନାଭାଇରସ୍ ସହିତ ମୁକାବିଲା ପାଇଁ ଲକଡାଉନ୍ ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି । କେତେକ ଜିଲ୍ଲାରେ ମଧ୍ୟ ଆବଶ୍ୟକତା ବ୍ୟତୀତ ଲୋକମାନେ ଘରୁ ବାହାରକୁ ନଯିବାକୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେବେ ଆମ…

ହରିୟାଣାର ଏହି ମଇଁଷି ଭାଙ୍ଗିଲା ପାକିସ୍ତାନର ବିଶ୍ୱ ରେକର୍ଡ, ପଢନ୍ତୁ ପୁରା ଘଟଣା

ବର୍ତ୍ତମାନ ସମୟରେ ପଶୁପାଳକ ମାନେ ନିଜ ବୃତ୍ତି ଛାଡ଼ି ଅନ୍ୟାନ ବୃତ୍ତିମାନଙ୍କୁ ଆପଣାଉଥିବା ଦେଖାଯାଉଛି । କିନ୍ତୁ ଏବେବି କିଛି ଜଣ ଅଛନ୍ତି ଯେଉଁମାନେ ନିଜ ପିତୃ ପୁରୁଷର କୌଳିକ ବୃତ୍ତିକୁ ନ ଛାଡ଼ି ବରଂ ଏଥିରେ ନୂଆ ଉଦାହରଣ ମାନ ସୃଷ୍ଟି କରୁଛନ୍ତି । ଖାଲି ସେତିକି ନୁହେଁ ଏହା ଜରିଆରେ…

ମାତ୍ର ୮୯୬ ଟଙ୍କା ବ୍ୟୟରେ ପିଲାଙ୍କ ମନରୁ ଗଣିତ ଓ ବିଜ୍ଞାନର ଭୟ ବାହାର କଲେ ଏହି ଶିକ୍ଷକ, ଜାଣନ୍ତୁ କେମିତି

ସାଧାରଣତଃ ଗଣିତ, ବିଜ୍ଞାନ ପରି ବିଷୟ ମାନଙ୍କୁ ଛୋଟ ପିଲା ମାନେ ଏତେଟା ପସନ୍ଦ କରି ନଥାନ୍ତି । ଏବିଷୟ ନାଁ କହିଲା ମାତ୍ରେ ପିଲା ଭୟରେ ପଳେଇଯାନ୍ତି । କିନ୍ତୁ ହରିୟାଣା ରାଜ୍ୟ ହିସାର ଜିଲ୍ଲାର ଜଣେ ପ୍ରାଇମେରୀ ଶିକ୍ଷକ ଏହି ଦୁଇ ବିଷୟ ପଢ଼ାଇବା ପାଇଁ ଏକ ନୂଆ ଫର୍ମୁଲା ବାହାର କରିଛନ୍ତି ।…

ହରିୟାଣା: ପାରିବାରିକ ସମସ୍ୟା ନେଲା ଜୀବନ, ଦୁଇ ଛଆ ଓ ସ୍ତ୍ରୀକୁ ବିଷ ଦେଇ ନିଜେ ଆତ୍ମହତ୍ୟା କଲେ ବ୍ୟକ୍ତି

ହରିୟାଣା: ଗୋଟିଏ ପଟେ ସାରାଦେଶରେ ଦୀପାବଳୀର ପର୍ବ ଧୂମଧାମରେ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହରିୟାଣାରୁ ସମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। କୃଷ୍ଣ  କୁମାର ନାମକ ଜଣେ ବ୍ୟକ୍ତି ନିଜ ଘରୋଇ ସମସ୍ୟା କାରଣରୁ ପରିବାର ୪ ଜଣକୁ କ୍ଷୀରରେ ବିଷ ମିଶାଇ ପିଆଇଦେଇଥିଲେ। ପରେ ନିଜେ …