Browsing Tag

harmanpreet kaur

ବାଂଲାଦେଶ-ଭାରତ ମହିଳା ଦିନିକିଆ ମ୍ୟାଚ୍‌ : ଅମ୍ପାୟରଙ୍କ ନିଷ୍ପତ୍ତିରେ ନିରାଶ ହୋଇ ଷ୍ଟମ୍ପକୁ ପିଟିଲେ ହରମନପ୍ରୀତ,…

ବର୍ତ୍ତମାନ ବାଂଲାଦେଶରେ ଦିନିକିଆ ସିରିଜ ଖେଳୁଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ । ଢାକାର ଶେର ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚ୍‌ ଟାଇ ରହିଥିଲା । ଏହି ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ନାରାଜ ରହିଛନ୍ତି…

ସେମିଫାଇନାଲ ମ୍ୟାଚ ହାରିବା ପରେ ଅଞ୍ଜୁମ ଚୋପ୍ରାଙ୍କୁ ଧରି କାନ୍ଦିଲେ ହରମନପ୍ରୀତ, ଆଇସିସି ସେୟାର କଲା ଭିଡିଓ

ମହିଳା ଟି୨୦ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଭାଙ୍ଗିପଡିଛି । ଆଉ ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ପୂର୍ବତନ ଖେଳାଳି ତଥା କମେଣ୍ଟେଟର ଅଞ୍ଜୁମ ଚୋପ୍ରାଙ୍କୁ ଧରି କାନ୍ଦିଛନ୍ତି । ଆଇସିସି ନିଜ ଟ୍ଵିଟର ଆକାଉଣ୍ଟରେ ଏହାର…

ପବନରେ ଉଡି କ୍ୟାଚ୍‌ ଧରିଲେ ହରମନପ୍ରୀତ କୌର, ଦେଖନ୍ତୁ ଭିଡିଓ

ମଙ୍ଗଳବାର ମହିଳା ଟି୨୦ ଚ୍ୟାଲେଞ୍ଜରେ ମୁହାଁମୁହିଁ ହୋଇଥିଲେ ସୁପରନୋଭାସ୍ ଓ ଭିଲୋସିଟି ଟିମ୍ । ଦୀପ୍ତି ଶର୍ମାଙ୍କ ନେତୃତ୍ୱରେ ଭିଲୋସିଟି ଯେତେବେଳେ ବ୍ୟାଟିଂ କରୁଥିଲା ସେତେବେଳେ ସୁପରନୋଭାର ଅଧିନାୟକ ହରମନପ୍ରୀତ କୌର ଏକ ଦମଦାର କ୍ୟାଚ୍ ଧରିଥିଲେ । ଯାହାକୁ କ୍ୟାଚ୍ ଅଫ୍ ଦି…

କ୍ରିକେଟ ଉପରେ କରୋନା ଆତଙ୍କ, ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ହରମନପ୍ରୀତ କୌର କରୋନା ସଂକ୍ରମିତ

ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ଷ୍ଟାର୍ ଅଲରାଉଣ୍ଡର ହରମନପ୍ରୀତ କୌର କରୋନା ସଂକ୍ରମିତ ହୋଇଛନ୍ତି। ହରମନପ୍ରୀତ କୋଭିଡ୍-୧୯ର ହାଲକା ଲକ୍ଷଣ ଅନୁଭବ କରିବା ପରେ ନିଜକୁ କରୋନା ଟେଷ୍ଟ କରାଇଥିଲେ ଏବଂ ପଜିଟିଭ୍ ଆସିଥିଲା। ୩୨ବର୍ଷୀୟ ମହିଳା କ୍ରିକେଟର ନିକଟରେ ଦକ୍ଷିଣ ଆଫ୍ରିକା…

ମହିଳା କ୍ରିକେଟ ଟିମର ଏହି ଦୁଇ ଖେଳାଳୀ ବନାଇଲେ ରାପର୍‌, ସୋସିଆଲ ମିଡିଆର ଧୂମ୍‌ ମଚାଉଛି ଏହି ଭିଡିଓ

ଭାରତୀୟ ମହିଳା ଟି-୨୦ ଟିମର ଅଧିନାୟକ ହରମନପ୍ରୀତ କୌର ନିକଟରେ ନିଜର ଟି-୨୦ କ୍ୟାରିୟରରେ ଶତକ ପୂରା କରିଛନ୍ତିି। ହରମନପ୍ରୀତ କୌର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟି-୨୦ କ୍ୟାରିୟରରେ ସେଞ୍ଚୁରୀ କରିଛନ୍ତି। ଏହାପରେ ମହିଳା କ୍ରିକେଟ ଟୀମର ଖେଳାଳୀ ଜେମିମା ରୋଡ୍ରିଗଜ୍‌ ଏବଂ ହରଲିନ…