Browsing Tag

Harry Potter

ଆଉ ନାହାନ୍ତି ହ୍ୟାରୀ ପୋଟର୍‌ର ‘ଏଲ୍‌ବସ ଡମ୍ବଲଡୋର୍‌’; ୮୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ

ହଲିଉଡ୍‌ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଫିଲ୍ମ ‘ହ୍ୟାରୀ ପୋଟର୍‌’ରେ ଏଲ୍‌ବସ ଡମ୍ବଲଡୋର୍‌ର ରୋଲ୍‌ ପ୍ଲେ କରିଥିବା ଜଣାଶୁଣା ଅଭିନେତା ସାର୍‌ ମାଇକେଲ୍‌ ଗାମ୍ବୋନ୍‌ଙ୍କ ନିଧନ ହୋଇଛି। ଗାମ୍ବୋନ୍‌ଙ୍କ ନିଧନରେ ସମଗ୍ର ହଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା…

ହ୍ୟାରୀ ପୋଟର ଷ୍ଟାର ଲେସଲି ଫିଲିପ୍ସଙ୍କ ପରଲୋକ, ଦୀର୍ଘ ଦିନ ହେଲାଣି ରୋଗରେ ପୀଡିତ ଥିଲେ

ଲୋକପ୍ରିୟ ଫିଲ୍ମ ହ୍ୟାରୀ ପୋଟର ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିବା ବ୍ରିଟିଶ ଅଭିନେତା ଲେସଲି ଫିଲିପ୍ସଙ୍କ ପରଲୋକ ହୋଇଛି । ୯୮ ବର୍ଷ ବୟସରେ ଲେସଲିଙ୍କ ନିଧନ ହୋଇଛି । ସେ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ ଓ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ହ୍ୟାରୀ ପୋଟର ସିରିଜର…

ପରଲୋକରେ ‘ହ୍ୟାରି ପୋଟର୍’ର ହାଗ୍ରିଡ୍, ୭୨ ବର୍ଷରେ ଅଭିନେତା ରୋବି କୋଲଟ୍ରେନଙ୍କର ଦେହାନ୍ତ

ହଲିଉଡ୍‌ର ଫିଲ୍ମ ସିରିଜ୍ ‘ହ୍ୟାରି ପୋଟର୍’ରେ ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ରୋବି କୋଲଟ୍ରେନଙ୍କ ଦେହାନ୍ତ ହୋଇଛି। ରୋବିଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଏଜେନ୍ସି ଡବ୍ଲୁଏମଇ ଏହି ଦୁଃଖଦ ଖବର ଦେଇଛନ୍ତି। ଗତ କିଛି ଦିନ ହେବ ସ୍ଵାସ୍ଥ୍ୟସମସ୍ୟା ଥିବାରୁ ଅସୁସ୍ଥ ଥିଲେ।…

ସଲମାନ ରୁସ୍‌ଦୀଙ୍କୁ ସମର୍ଥନ ମହଙ୍ଗା ପଡ଼ିଲା; ‘ହ୍ୟାରୀ ପୋଟର’ର ବିଖ୍ୟାତ ଲେଖିକାଙ୍କୁ ହତ୍ୟା ଧମକ!

ନ୍ୟୁୟର୍କରେ ସଲମାନ ରୁସଦୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ଟ୍ଵିଟ୍‌ କରିଥିଲେ ବିଖ୍ୟାତ ଲେଖିକା ଜେକେ ରାଉଲିଙ୍ଗ୍‌, ଯାହାକି ଆଜି ତାଙ୍କୁ ମହଙ୍ଗା ପଡ଼ି ଯାଇଛି। ଶୁକ୍ରବାର ଏଠାରେ ଆୟୋଜିତ ଏକ ସାହିତ୍ୟିକ ସମାରୋହରେ ସଲମାନ ରୁସଦୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି…