ବଢିଲା ଭାରତୀ ଏବଂ ହର୍ଷଙ୍କ ସମସ୍ୟା, ଡ୍ରଗ୍ସ ମାମଲାରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନସିବି
ପୁଣି ମୁସ୍କିଲରେ ପଡିଲେ କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲାରେ ଭାରତୀ ଏବଂ ହର୍ଷଙ୍କୁ ଏନସିବି ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏନସିବି ଦୁହିଁଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଦୁହେଁ ପୂର୍ବରୁ ଜେଲ…