Browsing Tag

Haryana

ଲଭ୍ ଆଫାୟାର୍ସ ପାଇଁ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କୁ ହତ୍ୟା, ୩ ଦିନ ଧରି କରିଥିଲେ ଟର୍ଚର

ନୂଆଦିଲ୍ଲୀ: ହରିଆଣାରେ ଘଟିଛି ଏକ ବଡ଼ ଅଘଟଣ । ଜଣେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜଣେ ନାବାଳିକା ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଯାହା ଯୋଗୁଁ ଖେଳାଳୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ପରିବାର ସଦସ୍ୟଙ୍କ ଅନୁଯାୟୀ, ପୋଲିସ ତଦନ୍ତରେ ଅଂଶଗ୍ରହଣ କରିବାକୁ…

ଅନିୟନ୍ତ୍ରିତ ହୋଇ ଧକ୍କା ହେଲା ସ୍କର୍ପିଓ, ୫ ପୋଲିସ କର୍ମୀ ମୃତ

ହରିୟାଣା : ହରିୟାଣା ନୁହ ଜିଲ୍ଲାରେ କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ପୋଲିସ କର୍ମୀଙ୍କ ସମତେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ସ୍କର୍ପିଓ କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସକାଳ ୧୦.୩୦ ମିନିଟରେ ଧୁଲାବଟ…

ପୁଅର ଜନ୍ମଦିନ ସାରି ଫେରୁଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ଦୁଇ ଭଉଣୀ ମୃତ, ୪ ଆହତ

ହରିୟାଣା : ସୋନିପତ ନ୍ୟାସନାଲ ହାଇୱେ-୪୪ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ୨ ଭଉଣୀଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣାଯାଇଥିଲା । ଆଖପାଖ ଲୋକ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ…

ରଙ୍ଗ ତିଆରି କାରଖାନାରେ ଭୟଙ୍କର ନିଆଁ, ୫ ମହିଳା ମୃତ, ଅନେକ ଗୁରୁତର

ହରିୟାଣା : ହରିୟାଣାର ଜିନ୍ଦରେ ହୋଲି ରଙ୍ଗ ଏବଂ ଅବିର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ପାନିପତ…

ହୋମୱାର୍କ କରିବା ସମୟରେ ୫୦ ଯାଏଁ ଗଣିପାରିଲାନି ଝିଅ, ପିଟି ପିଟି ହତ୍ୟା କରିଦେଲା ବାପା

ହରିୟାଣା : ନିଜ ଜନ୍ମ କଲା ଝିଅକୁ ହତ୍ୟା କଲା ବାପା । ହୋମୱାର୍କ ନ କରିବାରରୁ ୪ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲା । ହରିୟାଣା ଫରିଦାବାଦରେ ଚାଞ୍ଚଲ୍ୟ । ଫରିଦାବାଦର ସେକ୍ଟର ୫୮ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଦୃଶ୍ୟ । ଝିଅର ମାଆ ଘରକୁ ଫେରି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ…

ରୋଡୱେଜ୍ ବସ୍ ସହିତ ଏକ ଘରୋଇ ସ୍କୁଲ ବସ୍ ର ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୧୮ ଆହତ

ହରିୟାଣା : ହରିୟାଣାର ଚରଖି ଦାଦ୍ରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରୋଡୱେଜ୍ ବସ୍ ଏକ ଘରୋଇ ସ୍କୁଲ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଏହି ଦୁର୍ଘଟଣାରେ ଜଣେ ୧୧ଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏହି ଦୁର୍ଘଟଣାରେ ମଧ୍ୟ ଅନ୍ୟ ୧୮ ଜଣ…

ହରିୟାଣାରେ ଘନ କୁହୁଡ଼ି : ବସ୍ ସହିତ ଧକ୍କା ହେଲା ଆଉ ୪ଟି ବସ୍, ଅନେକ ଯାତ୍ରୀ ଆହତ

ହରିୟାଣା : ହରିୟାଣାରେ ଘନ କୁହୁଡ଼ି ସାଜିଲା କାଳ । ଘନ କୁହୁଡ଼ି ପାଇଁ ରେୱାଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରେୱାଡିରେ ୪ଟି ବସ୍ ପରସ୍ପର ସହିତ ଧକ୍କା ହୋଇଛନ୍ତି ।  ଯେଉଁଥିରେ ଅନେକ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଯାହା ଫଳରେ ଟ୍ରାଫିକ୍ ଜାମ୍ ଭଳି ସମସ୍ୟା ମଧ୍ୟ…

ସୁନ୍ଦର ଦେଖାଯାଉଥିବା ପିଲାଙ୍କୁ ସହିପାରୁନଥିଲା ସାଇକୋ ପୁନମ, ନିଜ ପୁଅ ଏବଂ ଭାଣେଜିକୁ ବି ଜୀବନରୁ ଶେଷ କରିଦେଲା

ହରିୟାଣା : ସୁନ୍ଦର ଦିଶିବାକୁ ନେଇ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ନିରୀହ ଶିଶୁଙ୍କୁ ହତ୍ୟା କରିଛନ୍ତି ଜଣେ…

ରୋହତକରେ ବଡ଼ ଅଘଟଣ, ଖେଳ ନେଲା ୧୬ ବର୍ଷୀୟ ବାଳକର ଜୀବନ

ହରିୟାଣା : ହରିୟାଣାର ରୋହତକର ଲାଖନ ମାଜରା ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ ୧୬ ବର୍ଷୀୟ ବାସକେଟ ବଲର ନ୍ୟାସନାଲ ଲେବୁଲର ଖେଳାଳୀ ହାର୍ଦ୍ଦିକ ଗାଁ ପଡିଆରେ ଖେଳ ଅଭ୍ୟାସ କରୁଥିଲେ । ସେ ପୋଲରେ ଝୁଲିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ…

ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ, ମାମଲାରେ ୨ ଡାକ୍ତର ଗିରଫ  

ନୂଆଦିଲ୍ଲୀ: ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ। ଜାମ୍ମୁକାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଭାବେ ଏଠାରେ ଚଢ଼ଉ କରି ୩୦୦ କେଜି RDX ସାଙ୍ଗକୁ ୨ଟି ଏକେ-୪୭ ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ କରିଛନ୍ତି। ମାମଲାରେ ଜଣେ କାଶ୍ମୀର ଡାକ୍ତରଙ୍କୁ ଗିରଫ କରାଯାଇଛି। ଗିରଫ ଡାକ୍ତର ଜଣକ…

ହରିୟାଣା ଭୋଟର ତାଲିକାରେ ବ୍ରାଜିଲର ମଡେଲଙ୍କ ଫଟୋ, ପ୍ରଶ୍ନ କଲେ ରାହୁଲ

ଭୁବନେଶ୍ବର: ବ୍ରାଜିଲର ମଡେଲ, ହରିୟାଣା ଭୋଟର । ଆଜି ଜଣେ ମହିଳାଙ୍କ ଫଟୋ ଦେଖାଇ ପରିଚୟ ପଚାରିଥିଲେ ରାହୁଲ ଗାନ୍ଧୀ । ସେହି ମହିଳା ଜଣକ ୧୦ଟି ଭିନ୍ନ ବୁଥରେ ହରିୟାଣା ନିର୍ବାଚନରେ ଭୋଟ୍ ଦେଇଥିଲେ । ବାସ୍ତବରେ ମହିଳା ଜଣଙ୍କ ବ୍ରାଜିଲର ମଡେଲ । ହରିୟାଣା ଭୋଟର ତାଲିକାରେ ସୀମା, ସ୍ୱିଟି,…

IPS ପୂରଣ କୁମାର ଜୀବନ ହାରିବା ମାମଲା, ଲମ୍ବା ଛୁଟିରେ ଗଲେ ଚିଠିରେ ନାଁ ଥିବା ହରିଆଣା ଡିଜିପି

ଚଣ୍ଡୀଗଢ : IPS ୱାଇ ପୂରଣ କୁମାର ଜୀବନ ହାରିବା ମାମଲାରେ ଛୁଟିରେ ଗଲେ ହରିଆଣା ଡିଜିପି ଶତ୍ରୁଜିତ୍ କପୁର । ପୂରଣ କୁମାରଙ୍କ ମୃତଦେହ ପାଖରୁ ମିଳିଥିବା ଚିଠିରେ ଡିଜିପିଙ୍କ ନାଁ ଥିବାରୁ ତାଙ୍କୁ ଲମ୍ବା ଛୁଟିରେ ପଠାଇଛନ୍ତି ରାଜ୍ୟ ସରକାର । ତାଙ୍କ ସ୍ଥାନରେ ଆଇପିଏସ ଅଫିସର ଓମ୍ ପ୍ରକାଶ…