Browsing Tag

Haryana

ହରିୟାଣା: ସୋନିପତରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା କାର୍‌, ନେପାଳର ୪ ଯୁବକଙ୍କ ମୃତ୍ୟୁ; ୩ ଆହତ

ହରିୟାଣାର ସୋନିପତରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତିନି ସାଇକେଲ ଆରୋହୀ ଏବଂ ଏକ ସ୍କୁଟିକୁ ଜୋର୍‌ରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ସମସ୍ତେ…

ସାଧାରଣତନ୍ତ୍ର ଦିବସରେ କଏଦୀଙ୍କୁ ହରିୟାଣା ସରକାରଙ୍କ ଉପହାର, ୨ ମାସର ଦଣ୍ଡ କୋହଳ

ହରିୟାଣା ସରକାର ସାଧାରଣତନ୍ତ୍ର ଦିବସରେ ଜେଲ୍‌ର କଏଦୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର କଏଦୀମାନଙ୍କ ଦଣ୍ଡ କୋହଳ କରିବାକୁ ଘୋଷଣା କରିଛନ୍ତି । ଦଣ୍ଡରେ ୩୦ରୁ ୬୦ ଦିନର ବିଶେଷ ଛାଡ ଦେବାକୁ ଘୋଷଣା କରାଯାଇଛି । ଏକ ଅଫିସିଆଲ ବୟାନରେ ଗୁରୁବାର ଏହି ସୂଚନା ଦିଆଯାଇଛି । ଅବଶ୍ୟ, ଦୀର୍ଘ…

ହରିୟାଣା: କ୍ଷେତରେ ଲୁଚିଥିଲା ବାଘ, ଆକ୍ରମଣରେ ୨ ବନ କର୍ମଚାରୀ ଗୁରୁତର ଆହତ

ହରିୟାଣାର ରେଓ୍ଵାଡିରେ ବନ ବିଭାଗ ଟିମ୍‌ ଉପରେ ଆକ୍ରମଣ କରିଛି ବାଘ । ଏହି ଆକ୍ରମଣରେ ଧର୍ମ ସିଂ ଓ ହୀରାଲାଲା ନାମକ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ରେଓ୍ଵାଡିର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଭଟସାନା ଏବଂ ଆଖାପାଖ ଅଞ୍ଚଳକୁ ବନ ବିଭାଗ ଟିମ୍‌ ସମ୍ପୂର୍ଣ୍ଣ ଘେରି…

ସୋନିପତର ଏକ ବିଲିଡିଂରେ ଭୟଙ୍କର ନିଆଁ, କପଡାକୁ ରଶି କରି ଜୀବନ ବଞ୍ଚାଇଲେ ଲୋକେ

ହରିୟାଣାର ସୋନିପତିରେ ଥିବା ଏକ ଆବାସିକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । କୁମାସପୁର ଗାଁ ପାଖରେ ଥିବା ଆପେକ୍ସ ଗ୍ରୀନ ସୋସାଇଟିର ଏକ ଟାଓ୍ଵରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରାଯାଇ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ…

ଭାରତରେ ଗଛକୁ ମଧ୍ୟ ଦିଆଯାଏ ପେନ୍‌ସନ୍‌, ଜାଣନ୍ତୁ ଏହା କେଉଁ ରାଜ୍ୟ

ବର୍ତ୍ତମାନ ସମୟରେ ଆପଣମାନେ ମଣିଷ ପାଇଥିବା ପେନ୍‌ସନ୍‌ ବିଷୟରେ ତ ନିଶ୍ଚିତ ଭାବରେ ଅନେକ ଥର ଶୁଣିଥିବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବୃକ୍ଷମାନେ ମଧ୍ୟ ପେନ୍‌ସନ୍‌ ପାଆନ୍ତି ? ତାହେଲେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଯେ ଏହା କେଉଁ ସ୍ଥାନରେ ହୋଇଥାଏ । ଏନେଇ ସବୁଠୁ ବଡ କଥା ହେଉଛି ଗଛ…

ଦିଲ୍ଲୀ ପରେ ହରିୟାଣାର ସମସ୍ତ ସରକାରୀ ଏବଂ ବେସକାରୀ ସ୍କୁଲ ବନ୍ଦ, ହେବ ଅନଲାଇନ କ୍ଲାସ

ଦିଲ୍ଲୀରେ ପ୍ରଦୂଷଣ ବଢୁଥିବା ଯୋଗୁଁ ସରକାରୀ ସ୍କୁଲ ବନ୍ଦ ହେବା ପରେ ହରିୟାଣାରେ ମଧ୍ୟ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି ।…

ମା’ ମରିଗଲା ପରେ ଝିଅକୁ ଦୁଷ୍କର୍ମ କରୁଥିଲା ବାପା, କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡାଦେଶ

ଛି… ବାପା ହୋଇ ଝିଅ ସହିତ ଦୁଷ୍କର୍ମ । ବାପା-ଝିଅର ସଂପର୍କର ସବୁ ସୀମା ପାର । ମା’ ମରିଯିବା ପରେ ନିଜ ୧୭ ବର୍ଷୀୟ ଝିଅକୁ ଲଗାତାର ୩ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା । ଏବେ ଅତିରିକ୍ତ ଜିଲ୍ଲା ଏବଂ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି…

ନାସିର୍‌-ଜୁନୈଦ ହତ୍ୟା ମାମଲା: ୮ ମାସ ଧରି ଫେରାର୍‌ ଥିବା ମୋନୁ ମାନେସର ଗିରଫ

ହରିୟାଣା ପୋଲିସ ମଙ୍ଗଳବାର ଅପରାହ୍ନରେ ମୋନୁ ମାନେସରଙ୍କୁ ଗିରଫ କରିଛି। ଗିରଫ ପରେ ପୋଲିସ ତାଙ୍କୁ ନୁହ କୋର୍ଟରେ ହାଜର କରିଥିଲା। ମୋନୁଙ୍କ ନାଁରେ ଭିବାନୀର ନାସିର-ଜୁନୈଦଙ୍କୁ ହତ୍ୟା ନେଇ ଅଭିଯୋଗ ରହିଛି। ହରିୟାଣା ପୋଲିସ ତାଙ୍କୁ ରାଜସ୍ଥାନ ପୋଲିସକୁ ହସ୍ତାନ୍ତର କରିବ। ଗତ ୮ ମାସ ଧରି…

ନୁହରେ ପୁଣି ଆଜି ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ: ସମସ୍ତ ସ୍କୁଲ-କଲେଜ, ବ୍ୟାଙ୍କ, ଅଫିସ ଇଣ୍ଟରନେଟ୍‌ ବନ୍ଦ, ୧୪୪ ଧାରା…

ହରିୟାଣା ନୁହରେ ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହେଉଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ ୧୪୪ ଧାରା ଲାଗିଛି । ଏହା ସହିତ ନୁହର ସମସ୍ତ ସ୍କୁଲ-କଲେଜ,…

‘ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତ ଗାଇଥିବା ଗାୟକ ରାଜୁ ପଞ୍ଜାବୀଙ୍କ ନିଧନ, କିଛିଦିନରୁ ଜଣ୍ଡିସରେ ପୀଡିତ ଥିଲେ

‘ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତ ଗାଇଥିବା ଲୋକପ୍ରିୟ ହରିୟାଣା ଗାୟକ ରାଜୁ ପଞ୍ଜାବୀଙ୍କ ପରଲୋକ ହୋଇଛି । ହିସାରରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ଭୋର ସକାଳ ୪ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଗୀତ ଜରିଆରେ ଉତ୍ତର…

ନିଜକୁ ଗୋରକ୍ଷକ କହି ଦଙ୍ଗା ସ୍ଥିତି ଉପୁଜାଉଥିଲା ବିଟ୍ଟୁ ବଜରଙ୍ଗୀ, ୩୧ ଜୁଲାଇରେ ସହଯୋଗୀ ସହିତ ମିଶି ତାଣ୍ଡବ ରଚିଥିଲା…

ହରିଣାୟାର ନୁହ, ଗୁରୁଗ୍ରାମରେ ହୋଇଥିବା ସାଂପ୍ରଦାୟିକ ହିଂସା ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି । ନୁହରେ ହୋଇଥିବା ଦଙ୍ଗା ମାମଲାରେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀକୁ ମଙ୍ଗଳବାର ଗିରଫ କରିଛି ପୋଲିସ । ବଜରଙ୍ଗ ଦଳର ଫରିଦାବାଦ ୟୁନିଟର ମୁଖ୍ୟ ବିଟ୍ଟୁ ଏହି ହିଂସା ପୂର୍ବରୁ…

ନୁହ ହିଂସାର ଅଭିଯୁକ୍ତ ବିଟୁ ବଜରଙ୍ଗୀ ଗିରଫ, ଫରିଦାବାଦରୁ ଧରିଲା ପୋଲିସ

ହରିୟାଣାର ନୁହରେ ଜୁଲାଇ ୩୧ରେ ହୋଇଥିବା ହିଂସାକୁ ନେଇ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜିତ ଭାଷଣ ଦେବା ମାମଲାରେ ନୁହ ପୋଲିସ ମଙ୍ଗଳବାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ବିଟୁ ବଜରଙ୍ଗୀଙ୍କୁ ଗିରଫ କରିଛି। ପୋଲିସ ବିଟୁଙ୍କୁ ତାଙ୍କ…