Browsing Tag

hatakeswar pitha

ଅଟ୍ରିରେ ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହଟ୍ଟକେଶ୍ୱର ଦେବଙ୍କ ପୀଠ, କଟକଣା ଭିତରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ବେଗୁନିଆ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ବେଗୁନିଆ ଅଟ୍ରିରେ ବାବା ହଟ୍ଟକେଶ୍ୱର ଦେବଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇ ପଡିଛି । ତେବେ କୋଭିଡ କଟକଣା ଯୋଗୁ ମେଳା ମହୋତ୍ସବକୁ ଅନୁମତି ଦେଇନି ପ୍ରଶାସନ । କଟକଣା ଭିତରେ କେବଳ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ତେବେ ମକର ସଂକ୍ରାନ୍ତ ଦିନ…