ଏହି କୋଠିରେ ରହୁଥିବା ଲୋକ ହଠାତ ହୋଇଗଲେ ଗାୟବ, କଣ ରହିଛି ଏହା ପଛର ରହସ୍ୟ
ଅନେକ ସମୟରେ ଆମେ ଏମିତି କିଛି ଦେଖୁ, ଯାହାକୁ ବିଶ୍ୱାସ କରିବା ସହଜ ହୋଇନଥାଏ । ତା ପଛର ରହସ୍ୟ ଖୋଜିବା ବି ଖୁବ କଷ୍ଟ ହୋଇଥାଏ । ଭାରତରେ ତ ଏମିତି ରହସ୍ୟମୟୀ ସ୍ଥାନର ଅଭାବ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଇଂଲଣ୍ଡର ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି…