Browsing Tag

havildar dead

ଚନ୍ଦକାରେ Sog ଟ୍ରେନିଂ ସେଣ୍ଟରରେ ଅଘଟଣ : ଗ୍ରେନେଡ଼ ଟ୍ରେନିଂ ବେଳେ ହବିଲଦାର ମୃତ, ଅନ୍ୟର ଜୀବନ ବଞ୍ଚାଇବା ପାଇଁ…

କେନ୍ୟୁଜ(ବ୍ୟୁରୋ): ରାଜଧାନୀର ଚନ୍ଦକା ନିକଟବର୍ତ୍ତୀ Sog ଟ୍ରେନିଂ ସେଣ୍ଟରରେ ଅଘଟଣ। ଗ୍ରେନେଡ଼ ଟ୍ରେନିଂ ବେଳେ ହାବିଲଦାର ମୃତ। ଅନ୍ୟ ୨ ଗୁରୁତର ହାବିଲଦାରଙ୍କୁ  ଭୁବନେଶ୍ୱର ଘରୋଇ ହସ୍ପିଟାଲରେ କରାଯାଉଛି ଚିକିତ୍ସା । ଘଟଣା ସ୍ଥଳରେ ପୋଲିସ ଡିଜି ଅଭୟ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି…