ଲ୍ୟାଣ୍ଡିଂ ସମୟରେ ହଠାତ୍ ସମୁଦ୍ର ଭିତରକୁ ପଶିଗଲା ଆମେରିକୀୟ ବିମାନ, ପହଁରି ପହଁରି ନିଜ ଜୀବନ ବଞ୍ଚାଇଲେ ଯାତ୍ରୀ
ଆମେରିକୀୟ ନୌସେନାର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଛି। ଅବତରଣରେ ତ୍ରୁଟି ହେତୁ ବିମାନଟି ହାୱାଇର ଏକ ଦ୍ୱୀପ ‘ଓହୁ’ର ଜଳରାଶି ଭିତରକୁ ପଶିଯାଇଥିଲା। ଘଟଣା ସୋମବାର ଅପରାହ୍ନର। ବୋଇଙ୍ଗ ପୋସିଡନ୍ ୮-ଏ ବିମାନ ୯ ଜଣ ଯାତ୍ରୀଙ୍କୁ ଧରି ମେରାଇନ୍ କର୍ପସ ବେସ୍ରେ ରନୱେରୁ…