ପ୍ରଥମ ଥର ପାଇଁ ପୁଅର ଫଟୋ ସେୟାର କଲେ ଯୁବରାଜ ସିଂହ ଓ ହେଜଲ କିଚ୍, ନାଁର ବି କଲେ ଖୁଲାସା
ଫାଦର୍ସ ଡେ’ ଅବସରରେ ଭାରତୀୟ କ୍ରିକେଟ୍ ଟିମ୍ର ଅଲରାଉଣ୍ଡର ଯୁବରାଜ ସିଂହ ଓ ତାଙ୍କ ସ୍ତ୍ରୀ ହେଜଲ କିଚ୍ ଟ୍ଵିଟରରେ ନିଜ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି। କେବଳ ଏତିକି ନୁହେଁ, ଯୁବରାଜ ଓ ହେଜଲ ନିଜ ଗେହ୍ଲା ପୁଅର ନାଁର ବି ଖୁଲାସା କରିଛନ୍ତି। ଯୁବରାଜ ଓ ହେଜଲ କିଚ୍ ପୁଅର ନାଁ…