Browsing Tag

head less dead body

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲା: ମୃତଦେହକୁ ବୁଦା ମୂଳରେ ଫିଙ୍ଗିବା ପରେ ବାୟୋଟେକ୍‌ ପାର୍କରେ ହାତ ଧୋଇଥିଲା…

ଭୁବନେଶ୍ବର: ଗୁମର ଖୋଲିବ ବାୟୋଟେକ୍‌ ପାର୍କ। ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ତଦନ୍ତ ଜାରି ରହିଥିବା ବେଳେ ପାଖରେ ଥିବା ବାୟୋଟେକ୍‌ ପାର୍କରୁ ଗୁମର ଖୋଲିବ । ମୃତଦେହକୁ ବୁଦା ମୂଳରେ ଫିଙ୍ଗିବା ପରେ ବାୟୋଟେକ୍‌ ପାର୍କରେ ଥିବା ପାଣି ଟ୍ୟାପ୍‌ରେ ଅଭିଯୁକ୍ତ ହାତ ଧୋଇଥିଲେ ।…

ରାଜଧାନୀରେ ଛାତିଥରା ହତ୍ୟାକାଣ୍ଡ: ଭୁନେଶ୍ୱର ଉପକଣ୍ଠ ଅନ୍ଧାରୁଆ ରାସ୍ତାକଡରେ ପଡିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଛାତିଥରା ହତ୍ୟାକାଣ୍ଡ । ମହିଳାଙ୍କୁ କେହି ନୃଶଂସ ଭାବେ ହତ୍ୟା କରିଛି । ରାସ୍ତା କଡରେ ପଡିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ। ଭୁନେଶ୍ୱର ଉପକଣ୍ଠ ଅନ୍ଧାରୁଆ ରାସ୍ତା କଡରେ ମୃତଦେହ ପଡିଛି । ଦୁର୍ବୃତ୍ତ ହତ୍ୟା କରିବା ପରେ ମୁଣ୍ଡ କାଟି ଫିଙ୍ଗି ଦେଇଥିବା…

ସୁନ୍ଦରଗଡ଼ ଦେଓ ନଦୀରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ଯ। ଜିଲ୍ଲାର ନୂଆଗାଁ ବ୍ଲକ ଦେଇ ଯାଉଥିବା ଦେଓ ନଦୀରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ମୃତଦେହ ମିଳିବା ପରେ ହାତିବାଡି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ସୂଚନା ଥାଉକି…