Browsing Tag

health benefit

ପ୍ରତିଦିନ ଛତୁଆ ଖାଇବା ଲାଭଦାୟକ କି? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କ’ଣ ପଡିଥାଏ ପ୍ରଭାବ

ଫେବୃଆରୀ ମାସ ଅତିବାହିତ ହୋଇଯାଇଛି । ଏହା ସହିତ ପାଣିପାଗରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଉଛି ଏବଂ ଗ୍ରୀଷ୍ମ ଋତୁ ଆସିଯାଇଛି । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ଛତୁଆ ଖାଇବାକୁ ପସନ୍ଦ କରନ୍ତି । ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା…

ଶୀତଦିନେ ଖାଆନ୍ତୁ ଓଏଷ୍ଟର ମସରୁମ, ପାଇବେ ନନଭେଜ୍ ଠାରୁ ମଧ୍ୟ ଅଧିକ ଫାଇଦା

ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱ ଓଏଷ୍ଟର ମସରୁମରେ ପ୍ରଚୁର ପରିମାଣରେ ମିଳିଥାଏ । ଏହି ସମସ୍ତ ଉପାଦାନ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ... ଓଏଷ୍ଟର ମସରୁମର ଉପକାରିତା: ଯେକୌଣସି…

ଦୈନିକ ବ୍ୟବହାର କରନ୍ତୁ ମହୁ, ରହିଛି ଅନେକ ଉପକାରିତା

ମହୁ କେବଳ ସ୍ୱାଦ ପାଇଁ ନୁହେଁ ବରଂ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏହାର ସେବନ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଖାଲି ତାହା ନୁହଁ ଏହା ସୁନ୍ଦରତା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ସୁସ୍ଥ ଏବଂ ସୁନ୍ଦର ରହିବାକୁ ଚାହୁଁଥିଲେ ଦୈନିକ ମହୁର ସେବନ କରିବାକୁ…

ନବଜାତ ଶିଶୁ ପେଟ ତଳକୁ କରି ଶୋଇବା ହୋଇଥାଏ ଲାଭଦାୟକ , ଜାଣନ୍ତୁ କେତେ ବର୍ଷର ଶିଶୁ କେତେ ସମୟ ଶୋଇବା ଉଚିତ୍‌

ନବଜାତ ଶିଶୁ ଜନ୍ମ ସମୟରେ ବହୁତ ଦୁର୍ବଳ ହୋଇଥାନ୍ତି । ଶିଶୁର ଭଲ ଅଭିବୃଦ୍ଧି ପାଇଁ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍‌ । ଯେପରି ନବଜାତ ଶିଶୁ ପାଇଁ ଠିକ୍ ସମୟରେ ଖାଦ୍ୟ ଖୁଆଇବା, ଗାଧୋଇ ଦେବା ଓ ତାଙ୍କ ସହ ଖେଳିବା ଜରୁରୀ ହୋଇଥାଏ । ସେହିପରି ପେଟ ତଳକୁ କରି ଶିଶୁକୁ ଶୋଇବା ମଧ୍ୟ ଶିଶୁର…

ବ୍ୟସ୍ତ ବହୁଳ ଜୀବନରେ ସୁସ୍ଥ ରହିବା ପାଇଁ କିପରି କାର୍ଯ୍ୟ କରିବା ଉଚିତ, ଜାଣନ୍ତୁ …

ମଣିଷ ଜୀବନର ଅଧିକ ସମୟ କାର୍ଯ୍ୟ କରୁଥିବା ସ୍ଥାନରେ ଅତିବାହିତ କରିଥାଏ । କର୍ମକ୍ଷେତ୍ରରେ ଅଧିକ ସମୟ ବସିବା ଓ ବାହାରର ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢିବା ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହିସବୁ ସମସ୍ୟାରୁ ବଞ୍ଚିତ ରହିବା ପାଇଁ ପ୍ରତିଦିନ ଜୀବନରେ କିଛି ସୁସ୍ଥ…

ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀର ଉପରେ ପଡିଥାଏ ଅନେକ କୁପ୍ରଭାବ, ଜାଣନ୍ତୁ କ’ଣ

ପାଣି ବିନା ମଣିଷ ହେଉ କିମ୍ବା ପଶୁ ବଞ୍ଚିବା ଅସମ୍ଭବ ହୋଇଥାଏ । ମଣିଷ ଶରୀରରେ ୬୦ ରୁ ୭୦ ପ୍ରତିଶତ ପାଣି ରହିଥାଏ । କମ୍‌ ପରିମାଣରେ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ରୋଗ ଦେଖାଦିଏ । ଖାସ୍‌କରି ଅନ୍ୟ ଋତୁ ତୁଳନାରେ ଖରା ଦିନରେ ଅଧିକ ପାଣି ପିଇବା ଆବଶ୍ୟକ ହୋଇଥାଏ । କାରଣ ଖରା ଦିନରେ…

ପ୍ରତିଦିନ ଖାଆନ୍ତୁ ପଦ୍ମନାଡ, ବ୍ଲଡ ସୁଗାର ଠାରୁ ଆରମ୍ଭ କରି କୋଲେଷ୍ଟ୍ରଲ ସମସ୍ୟା ହେବ ଦୂର

ପଦ୍ମ ଫୁଲ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ପାଖରେ ଲାଗିଥାଏ, ତାହା ଆପଣମାନେ ନିଶ୍ଚିତ ଜାଣିଥିବେ । କେବେ ଏତିକି ନୁହେଁ, ଶିବଙ୍କ ରୁଦ୍ରାଭିଷେକ କରିବା ସମୟରେ ମଧ୍ୟ ପଦ୍ମ ଫୁଲ ଲାଗିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପଦ୍ମ ଫୁଲର ନାଡରୁ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ।…

ଡାଇବେଟିସ ଏବଂ କ୍ୟାନସର ଭଲ କରିବ ବାଇଗଣୀ ଟମାଟୋ, ଲ୍ୟାବରେ ତିଆରି କଲେ ବୈଜ୍ଞାନିକ

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ।…

ପଇଡ଼ ପାଣି ସହ ଏହାର ମଲାଇ ମଧ୍ୟ ହୋଇଥାଏ ଖୁବ ସ୍ୱାସ୍ଥ୍ୟକର, ଶରୀରକୁ ଫିଟ ରଖିବାରେ କରେ ସାହାର୍ଯ୍ୟ

ଫିଟ୍‌ ରହିବା ପାଇଁ ହେଲେ ଫଳ ଜୁସ ସହ ସବୁଜ ପନିପରିବା ଓ ପୃଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏମିତିରେ ପ୍ରାୟତଃ ଅନେକ ଜଣ ପଇଡ଼ ପାଣି ପିଇବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ଏହାକୁ ପଇଡ଼ର ପାଣି ବ୍ୟତିତ ଏହାର ନାଳି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ। ଯାହାକୁ…

କଞ୍ଚା ଅମୃତଭଣ୍ଡା ବି ଦେଇଥାଏ ସ୍ୱାସ୍ଥ୍ୟକୁ ୧୦ଟି ଫାଇଦା…ଜାଣନ୍ତୁ ଏବଂ ନିଶ୍ଚୟ ସେବନ କରନ୍ତୁ

ପାଚିଲା ଅମୃତଭଣ୍ଡା ଯେଭଳି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ, ସେହିପରି କଞ୍ଚା ଅମୃତଭଣ୍ଡା ମଧ୍ୟ ଅନେକ ସ୍ୱାସ୍ଥ୍ୟ ଲାଭ ଦେଇଥାଏ। କଞ୍ଚା ଅମୃତଭଣ୍ଡା ପେଟ ରୋଗକୁ ଠିକ୍‌ କରିଥାଏ। ଗଣ୍ଠି ସମସ୍ୟା ଥିଲେ କଞ୍ଚା ଅମୃତଭଣ୍ଡା ସେବନ କରାଯାଇ ପାରିବ। ଓଜନ କମ୍‌ କରିବାରେ ବି ଏହା ଲାଭଦାୟକ…

କଳା ରଙ୍ଗର ଏହି ଖାଦ୍ୟକୁ ଡାଏଟ୍‌ରେ କରନ୍ତୁ ସାମିଲ , ମିଳିବ ଅନେକ ଫାଇଦା

ନିଜକୁ ସୁସ୍ଥ ରଖିବା ପାଇଁ, ଆମେ ଆମ ଖାଦ୍ୟରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଅନ୍ତର୍ଭୁକ୍ତ କରିଥାଉ। ଯାହାଦ୍ୱାରା ଆମେ ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ପାଇଥାଉ। କିନ୍ତୁ ଆମେ ଅନେକ ଜିନିଷ ଖାଇଥାଉ ସେଥିରୁ ଆବଶ୍ୟକ ପରିମାଣରେ ପୋଷଣ ମିଳିପାରେ ନାହିଁ। ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟରେ କିଛି…

ମୂତ୍ରର ରଙ୍ଗରୁ ଜଣା ପଡିଯିବ ଆପଣଙ୍କ ଶରୀରରେ ଥିବା ରୋଗ ସମ୍ପର୍କରେ

ଆମ ଶରୀର ଭିତରେ ଯାହା କିଛି ପରିବର୍ତ୍ତନ ଘଟେ ଏହାର ଲକ୍ଷଣ ଶରୀର ବାହାରେ ଦେଖାଦେଇଥାଏ। ତେବେ ଏମିତି କିଛି ଲକ୍ଷଣରୁ ଶରୀରରେ ଥିବା ରୋଗ ସମ୍ପର୍କରେ ଆମକୁ ଆଗୁଆ ସୂଚନା ମିଳିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ପରିସ୍ରାର ରଙ୍ଗ ପରିବର୍ତ୍ତନ। ପରିସ୍ରାର ରଙ୍ଗକୁ ଦେଖି ଆପଣଙ୍କ ଶରୀର ଭିତରେ କଣ…