ସ୍ବାସ୍ଥ୍ୟପାଇଁ ଖୁବ୍ ଲାଭକାରୀ ଥଣ୍ଡା ପାଣିରେ ଗାଧୋଇବା
ଓୌଷଧ ଭଳି କାମ କରିଥାଏ କୋଲ୍ଡ ସାୱାର
କୋଲ୍ଡ ସାୱାର ବା (ଥଣ୍ଡା ପାଣୀ) ସ୍ବାସ୍ଥ୍ୟ ଲାଭ ପାଇଁ ବହୁତ ଉପକାରୀ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ କୋଲ୍ଡ ସାୱାର ବା ଥଣ୍ଡା ପାଣୀ ବ୍ଯବହାର କରିବା ଦ୍ବାରା ଶରୀରକୁ ଆରାମ ମିଳିଥାଏ। ମସ୍ତିଷ୍କ ଭଲ ରହିଥାଏ ଏବଂ ରକ୍ତ ସଞ୍ଚାଳନକୁ ଠିକ…