ଭୁଲରେ ବି ମହୁ ସହ ଏହି ୪ଟି ଜିନିଷ ଖାଆନ୍ତୁ ନାହିଁ, ଉପୁଜିପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା
ମହୁ କେବଳ ପାଟିକୁ ସୁଆଦିଆ ଲାଗେନି ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ମହୁରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଆଇରନ୍ ଓ ଆୟୋଡିନ୍ ଭଳି ପୋଷକ ତତ୍ତ୍ୱ ରହିଛି। ଏସବୁ ପୋଷକ ତତ୍ତ୍ୱ ଶରୀରକୁ ଉର୍ଜା ଓ ଶକ୍ତି ଯୋଗାଇଥାଏ। କେତେକ ରୋଗ ସହ ଲଢ଼ିବାରେ ମଧ୍ୟ ମହୁ ଶକ୍ତି ପ୍ରଦାନ…