ଗ୍ରୀଷ୍ମ ଋତୁରେ ଖାଆନ୍ତୁ ମଲବେରି, କୋଷ୍ଠକାଠିନ୍ୟ ସମସ୍ୟା ହେବ ଦୂର
ଗ୍ରୀଷ୍ମ ଆରମ୍ଭ ହୋଇଛି । ନୂଆ ନୂଆ ଫଳ ମଧ୍ୟ ବଜାରକୁ ଆସିବା ଆରମ୍ଭ କରିଛି । ତେବେ ଗ୍ରୀଷ୍ମ ଋତୁରେ ତରଭୁଜ, ଖରଭୁଜ, ଆମ୍ବ, କାକୁଡି ଏବଂ ମଲବେରି ଭଳି ଅନେକ ଫଳ ମିଳିଥାଏ । ଏହି ସବୁ ଫଳ ମଧ୍ୟରେ ଛୋଟ ମଲବେରି ଏକ ଅତ୍ୟନ୍ତ ଲାଭଦାୟକ ଫଳ ହୋଇଥାଏ । ଯଦିଓ ଏହି ଫଳ ବଜାରରେ ମାତ୍ର ୧ ରୁ ୨ ମାସ…