ପୁଣି କ୍ୱାଲିଟି ଚେକ୍ରେ ଫେଲ୍ ହେଲା ୨,୯୮୮ ଔଷଧ
୨୦୨୩-୨୪ ଆଥିର୍କ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ୱାଲିଟି ଚେକ୍ କରାଯାଇଥିବା ବେଳେ ସେଥିରୁ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ଏଥି ସହ ୨୮୨ଟି ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଫଳରେ ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲା…