ଭିଟାମିନ୍ C ଅଭାବରୁ କ’ଣ ହୁଏ? ଜାଣନ୍ତୁ ଏହାର ଅଭାବ ଦୂର କରିବା ପାଇଁ କ’ଣ କରାଯିବା ଉଚିତ୍
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କିଛି ଜରୁରୀ ପୋଷକ ତତ୍ତ୍ୱର ଅଭାବ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ସେଥିପାଇଁ ସମୟ ମଧ୍ୟରେ ଅଭାବକୁ ଚିହ୍ନଟ କରି ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ଭିଟାମିନ୍ C ଅନେକ ସ୍ୱାସ୍ଥ୍ୟ…