Browsing Tag

health issues

ଜେଲରେ ବିଗୁଡୁଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା, ଗିରଫ ହେବା ପରେ ୪କେଜିରୁ ଅଧିକ କମିଲାଣି ଓଜନ

ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନାହିଁ । ଗିରଫ ହେବା ପରେ ଜେଲରେ ତାଙ୍କ ଓଜନ ୪କେଜିରୁ ଅଧିକ କମି ଯାଇଛି । ଏହାକୁ ନେଇ ଡାକ୍ତର…

ଜେଲରେ ବିଗିଡିଲା ମାଫିଆ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ଉତ୍ତର ପ୍ରଦେଶ ସ୍ଥିତ ବାନ୍ଦା ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ବାନ୍ଦା ସ୍ଥିତ ହସ୍ପିଟାଲ ICUରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କିଛି ଦିନ ପୂର୍ବରୁ ମୁଖତାର ଅନସାରୀ…

ବନ୍ୟା ପରେ ଦିଲ୍ଲୀରେ ଦେଖାଦେବ ସ୍ୱାସ୍ଥ୍ୟ ସମସ୍ୟା, ସ୍ୱାସ୍ଥ୍ୟ ବିଶେଷଜ୍ଞ କଲେ ଆଲର୍ଟ

ଜଳପ୍ରଳୟରେ ଦେଶର ରାଜଧାନୀ । ସହରବଜାର, ଗଳିକନ୍ଦି, ରାସ୍ତାଘାଟ, ବଡ଼ ବଡ଼ କୋଠା ବୁଡିଛି । ଯମୁନାରେ ବନ୍ୟା ଚାରି ଦିନ ହେବ ଦିଲ୍ଲୀ ହାଲ୍‌ ବେହାଲ୍‌ କରିଛି । ଏବେ ଯମୁନା ନଦୀର ଜଳସ୍ତର ଖସୁଥିଲେ ବି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା କିନ୍ତୁ କମିନି । ଗାଡ଼ିମୋଟର ଗଡୁଥିବା ରାସ୍ତାରେ ଲହଡି…

କାହିଁକି ମହିଳାମାନେ ଅଧିକ ଓ୍ଵାଇନ ପିଇବା ଉଚିତ ନୁହେଁ?

(କେନ୍ୟୁଜ ବ୍ୟୁରୋ): ଆଲକୋହଲ ବା ମଦ ଅଧିକ ହେଉ କିମ୍ବା କମ ହେଉ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ତେବେ କିଛି ଲୋକ ମଦର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଓ୍ଵାଇନ ପିଇବା ଆରମ୍ଭ କରିଥାନ୍ତି । ଓ୍ଵାଇନରେ ଆଲକୋହଲର ମାତ୍ରା କମ ରହିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ରେଡ…

Anger Management ର ଜାଣନ୍ତୁ ସହଜ ଟିପ୍ସ, ଯାହାଦ୍ୱାର ଆପଣ ରହିବେ ଏକଦମ୍‌ ଶାନ୍ତ

କ୍ରୋଧ ମଣିଷର ପରମ ଶତ୍ରୁ। ଏହାଦ୍ୱାରା କାହିଁ କେତେ କାମ ସବୁ ବିଗିଡ଼ି ଯାଏ। ତେଣୁ ଯଦି ଏହି ସମୟରେ ନିଜ କ୍ରୋଧ ପ୍ରତି ନିୟନ୍ତ୍ରଣ ରଖିବା ଜରୁରୀ। ଯଦି ଆମେ ନିଜ ଉପରେ କାବୁ ନରଖିବା ତେବେ ଭଲ କାମ ବି ଖରାପ ହୋଇଯିବ। କ୍ରୋଧ ମଣିଷର ଏକ ଇମୋସନ। କିନ୍ତୁ ଯଦି ଏହା ଖତରନାକ ସ୍ଥିତିକୁ ପଳାଏ…

ୟୁକ୍ରେନରେ ବଢ଼ିଲା ସ୍ୱାସ୍ଥ୍ୟ ସଙ୍କଟ! ହସ୍ପିଟାଲରେ ନାହାନ୍ତି ଡାକ୍ତର, ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି ଲୋକେ; WHO…

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦେଶର ଅନେକ ବଡ଼ ସହରକୁ ଧ୍ୱଂସ କରି ଦେଇଛି। ଯେତେବେଳେ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରୁଥିଲା, ସେହି ସମୟରେ ଜଣେ ମହିଳା ନିଜ ୧୭ ବର୍ଷୀୟା ଝିଅକୁ ଧରି ହସ୍ପିଟାଲ ଯାଉଥିଲେ। ତାଙ୍କ ଝିଅକୁ ବୋନ୍ କ୍ୟାନ୍ସର ଥିବା ବେଳେ ସେହି ଦିନ ତାଙ୍କର ଏକ ଜରୁରୀ ଅପରେସନ…

ହାଡ଼କୁ ମଜୁବତ କରିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରୁ ମୁକ୍ତି ପାଇଁ ପ୍ରତିଦିନ ଗ୍ରହଣ କରନ୍ତୁ ସୂର୍ଯ୍ୟଙ୍କ କିରଣ,…

କୁହାଯାଏ ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟଙ୍କ କିରଣରେ ଅନେକ ରୋଗ ଭଲ ହୋଇଥାଏ। ସମସ୍ତେ ସୁସ୍ଥ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଭୋର ସମୟରୁ ଉଠି ସୂର୍ଯ୍ୟଙ୍କ କିରଣ ପାଇବା ଉଚିତ। ଏମିତି କଲେ ଆପଣ ନିରୋଗ ରହିବେ। ତେବେ ଆପଣ ଭିଟାମିନ ଡି କଥା ଶୁଣିଥିବେ ଯାହାକି…

ରାତିର ବଳକା ଅଟା ଚକଟାରେ ଭୁଲ୍‌ରେ ବି ତିଆରି କରି ଖାଆନ୍ତୁ ନାହିଁ ରୁଟି, କମିଯିବ ରୋଗ ପ୍ରତିରୋଧକ ଶକ୍ତି! ଆପଣ ହିଁ…

ଅନେକ ବାର ଏମିତି ହୋଇଥାଏ ଯେ ରୁଟି କରି ସାରିବା ପରେ ମଧ୍ୟ ଅଟା ଚକଟା ବଳି ଯାଇଥାଏ। ତ ଆମେ ଏହାକୁ ଫ୍ରିଜରେ ରଖି ଦେଇଥାଉ ଏବଂ ପରଦିନ ବ୍ୟବହାର କରିଥାଉ। ଏପରି କି, ଅନେକ ମହିଳା ସକାଳର କାମକୁ ହାଲୁକା କରିବା ପାଇଁ କିମ୍ବା ଅଫିସ ଯିବା ଜଲ୍‌ଦିରେ ରାତିରେ ଅଟା ଚକଟି ରଖି ଦେଇ ଥାଆନ୍ତି।…

ବିଭିନ୍ନ ଶାରୀରିକ ରୋଗକୁ ନିମନ୍ତ୍ରଣ ଦେଇଥାଏ ଡିପ୍ରେସନ୍, ଦେଖା ଯାଇଥାଏ ଏହି ସବୁ ସମସ୍ୟା

ଅବସାଦକୁ ପ୍ରାୟ ସମସ୍ତେ ଏକ ମାନସିକ ରୋଗ ବୋଲି ଭାବନ୍ତି। ତେବେ ଉଚିତ୍ ସମୟ ପୂର୍ବରୁ ଯଦି ଏହି ମାନସିକ ଅବସାଦ ଠିକ୍ ନହୁଏ ତେବେ ଏହା ବହୁ ଶାରୀରିକ ରୋଗକୁ ନିମନ୍ତ୍ରଣ ଦେଇପାରେ। ଫଳରେ ଆପଣଙ୍କୁ ବହୁ ସ୍ଵାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିପାରେ। ତେଣୁ ଉଚିତ୍ ସମୟ ପୂର୍ବରୁ ହୋଇଯାଆନ୍ତୁ…

ଶରୀରର ଏହି ଅଙ୍ଗରେ ରକ୍ତ ଜମାଟ ବାନ୍ଧିଲେ ହୋଇପାରେ ମୃତ୍ୟୁ

ମନୁଷ୍ୟ ଶରୀର ପ୍ରତ୍ୟେକଟି ଅଙ୍ଗ ହୋଇଥାଏ ଖୁବ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅଜାଣତରେ ଆମେ ଏମିତି କିଛି କରିଦେଉ ଯାହା ଦ୍ୱାରା ଶରୀର ଅସୁସ୍ଥ ହୋଇ ଯାଏ। ତେବେ ଏଥିପାଇଁ କିଛି ମାତ୍ରାରେ ଆମର ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ଦାୟୀ । ସେହିପରି ଏକ ସମସ୍ୟା…

ପ୍ରତିବର୍ଷ ନିଦ୍ରା ଅଭାବରୁ Dementia ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ୧ କୋଟିରୁ ଅଧିକ ଲୋକ

ଖାଦ୍ୟ ଏବଂ ପାଣି ସହିତ ମଣିଷ ପାଇଁ ନିଦ୍ରା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ପ୍ରତିଦିନ ଉତ୍ତମ ନିଦ୍ରା ଶରୀର ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ । ପର୍ଯ୍ୟାପ୍ତ ପରିମାଣର ନିଦ ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ରିପୋର୍ଟରୁ ସୂଚନା ମିଳିଛି ଯେ, ଯେଉଁମାନେ ଅନିଦ୍ରା…

ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

କଣ ଆପଣମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କାମ କରିବାର ଅଭ୍ୟାସ ରଖିଛନ୍ତି କି, ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ। ଆଜ୍ଞା ହଁ ଏହି କଥା କେବଳ ଆମେ ଆପଣଙ୍କୁ କହୁନାହୁଁ ବରଂ ଏକ ରିସର୍ଚ୍ଚରେ କୁହାଯାଇଛି ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ପୋଜିସନ୍‌ ରେ ବସି ରହିବା ଦ୍ୱାରା…