Browsing Tag

health minister

ପ୍ରେସକ୍ରିପସନ୍‌ ରେ ଆଣ୍ଟି ବାୟୋଟିକ୍‌ ଲେଖିଲେ ଡାକ୍ତରଙ୍କୁ କହିବାକୁ ପଡ଼ିବ କାରଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼…

ଶୀତଦିନେ ଥଣ୍ଡା, କାଶ ଏବଂ ଜ୍ୱର ହେବା ସ୍ୱାଭାବିକ୍‌ ଏବଂ ବର୍ତ୍ତମାନ ଏହା ଦ୍ରୁତଗତିରେ ବୃଦ୍ଧି ପାଉଛି । କିଛି ଲୋକମାନଙ୍କ ମଧ୍ୟରେ ଜ୍ୱର ଅନେକ ଦିନ ଧରି ରହିଥାଏ ଏବଂ ଯେତେ ମେଡିସିନ୍‌ ଖାଇଲେ ମଧ୍ୟ ଜ୍ୱର ଛାଡ଼ିବାର ନାଁ ନିଏନି । ତେଣୁ ଆଣ୍ଟି ବାୟୋଟିକ୍‌ ବ୍ୟବହାର ବଢ଼ିଯାଇଛି । ଅନ୍ୟପଟେ…

ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ କୋଭିଡ ସମୀକ୍ଷା, ପ୍ରତି ତିନି ମାସରେ ଥରେ ହସପିଟାଲରେ ମକଡ୍ରିଲ କରିବାକୁ…

ନୂଆଦିଲ୍ଲୀ: କୋଭିଡର ନୂଆ ସବ ଭାରିଆଣ୍ଟ JN.1କୁ ନେଇ ବଢୁଛି ଚିନ୍ତା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।. ପ୍ରତି…

ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଶ୍ଳୀଳ କଥାବାର୍ତ୍ତା ଭିଡିଓ ଭାଇରଲ, କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା…

ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବନ୍ନା ଗୁପ୍ତାଙ୍କ ଅଶ୍ଳୀଳ କଥାବାର୍ତ୍ତା ଭିଡିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓ କଲ୍‌ରେ ମନ୍ତ୍ରୀ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ମିଳିଛି । ଏହାକୁ ନେଇ ବିଜେପି ସାଂସଦ ନିଶିକାନ୍ତ…

ଆପୋଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ : ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ

ଭୁବନେଶ୍ୱର (କେନ୍ୟୁଜ): ଗୁଳିମାଡ଼ ପରେ ଗୁରୁତର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବରରେ ପହଞ୍ଚାଯାଇଛି । ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ା ଏୟାରପୋର୍ଟରୁ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ନବ ଦାସଙ୍କୁ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରାଗଲା ଏୟାରଲିଫ୍ଟ : ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ସ୍ୱତନ୍ତ୍ର ବିମାନରେ…

ଝାରସୁଗୁଡ଼ା (କେନ୍ୟୁଜ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଅଣାଯାଉଛି । ସୂଚନା ଅନୁସାରେ ବ୍ରଜରାଜନଗର ଗାନ୍ଧି ଛକରେ ଜଣେ ASI ତାଙ୍କୁ ଗୁଳିମାଡ଼ କରିଛି।…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଝାରସୁଗୁଡା (କେନ୍ୟୁଜ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ସୂଚନା । ଗାନ୍ଧୀ ଚକରେ ୩ ରୁ ୪ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଛି । ନବ ଦାସଙ୍କ ଛାତିରେ ଗୁଳିମାଡ଼ ହୋଇଛି । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ହୋଇଛି ।…

ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ,…

କେନ୍ୟୁଜ୍(ବ୍ୟୁରୋ): ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ । ମହାରାଷ୍ଟ୍ର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନିଙ୍କ ମନ୍ଦିରକୁ ତ୍ରିବେଣୀ ଅମାବାସ୍ୟାରେ ପ୍ରାୟ ୧ କୋଟି ଟଙ୍କାର ସୁନାକଳସ ଦାନ । ୭୦୦ଗ୍ରାମ ସୁନା ଓ ୫୦କେଜି ରୂପାରେ ତିଆରି ହୋଇଛି ଏହି କଳସ । ସ୍ୱାସ୍ଥ୍ୟ…

ଓଡ଼ିଶାରେ ପହଁଚିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଏମ୍ସ କନଭୋକେସନରେ ଦେବେ ଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାରେ ପହଁଚିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା। ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ ମାଣ୍ଡଭିୟା କହିଛନ୍ତି ଓଡ଼ିଶାରେ ଦୁଇ ଦିନ ପାଇଁ ଆସିଛି। ଏଠି ଭାରତ ସରକାରଙ୍କ ପକ୍ଷରୁ ଏମ୍ସ କନଭୋକେସନରେ ଯୋଗ ଦେବି। ହେଲଥ ସେକ୍ଟରରେ କାମ କରୁଥିବା ICMR…

କାଶୀପୁର ବ୍ଲକରେ ଭୁବନେଶ୍ୱରର RMRC ଡାକ୍ତରୀ ଟିମ୍‌, ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତଙ୍କ ନମୂନା…

ରାୟଗଡ଼ା(କେନ୍ୟୁଜ୍):  ରାୟଗଡ଼ା କାଶୀପୁର ବ୍ଲକରେ ଭୁବନେଶ୍ୱରର ଆରଏମଆରସି ଡାକ୍ତରୀ ଟିମ୍‌। ଡାକ୍ତର ବିବି ପାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ କାଶୀପୁର ଗସ୍ତ କରିଛନ୍ତି। ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତ ପ୍ରଭାବିତ ଅଞ୍ଚଳ ଯାଇ ମଳ, ମୂତ୍ର, ରକ୍ତ ଓ ପାଣିର ନମୁନା ସଂଗ୍ରହ…

ବିଧାନସଭାରେ ଉଠିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରସଙ୍ଗ, ଅନୁବନ୍ଧିତ ହେବା ସତ୍ତ୍ୱେ ବର୍ତ୍ତମାନ ସେବା ଯୋଗାଇ…

ଭୁବନେଶ୍ୱର (କେନ୍ୟୁଜ୍‌) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଧାନସଭାରେ ଉଦ୍‌ବେଗ। ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଓ ବିଜେପିର ସଦସ୍ୟ। ବର୍ତ୍ତମାନ ସୁଦ୍ଧା ବି ଅନେକ ହସ୍ପିଟାଲ ସହ ଅନୁବନ୍ଧିତ ଥିଲେ ବି ସେବା ଯଗାଇ…

ମାସ୍କ କିଣାରେ କୌଣସି ଅନିୟମିତତା ହୋଇନାହିଁ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଲେ…

କେନ୍ୟୁଜ୍ (ବ୍ୟୁରୋ): ମାସ୍କ କିଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମାସ୍କ, ପିପିଇ କିଟ୍ କିମ୍ବା ସାନିଟାଇଜର ଇତ୍ୟାଦି କିଣାରେ କୌଣସି ଦୁର୍ନୀତି ବା ଅନିୟମିତତା ହୋଇନାହିଁ । କେନ୍ଦ୍ରର ନିର୍ଦ୍ଦେଶ ଓ ଗାଇଡଲାଇନ ଅନୁସାରେ ମାସ୍କ କିଣାଯାଇଛି ।…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ

ବାଲେଶ୍ବର (କେନ୍ୟୁଜ୍) : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ। ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଝାଡ଼ାବାନ୍ତି ଓ ଡେଙ୍ଗୁ ଚିକିତ୍ସା ପାଇଁ ନୂତନ ସୌଧନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୮୭ଲକ୍ଷ ୭୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା…