Browsing Tag

health problem

ବହୁତ ସମୟ ପର୍ଯ୍ୟନ୍ତ ଅଟା ଚକଟା ବାହାରେ ରଖୁଛନ୍ତି କି? ଶରୀର ପାଇଁ ହୋଇପାରେ ଭୟଙ୍କର କ୍ଷତି

ଅଧିକାଂଶ ଲୋକେ ରୁଟି ଖାଇବାକୁ ବହୁତ ପସନ୍ଦ କରନ୍ତି । ଅଟା ଦଳିବା ପରେ କେହି ସାଙ୍ଗେ ସାଙ୍ଗେ ରୁଟି ପ୍ରସ୍ତୁତ କରନ୍ତି ତ କେହି କିଛି ଘଣ୍ଟା ପରେ ତ କେହି ପରଦିନ ମଧ୍ୟ ଏଥିରୁ ରୁଟି ତିଆରି କରନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ଅଟା ଦଳିବା ପରେ ବେଶୀ ସମୟ ଯାଏ ରଖିବା ଉଚିତ୍ ନୁହେଁ…

ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଦୀପ ଦାନ, ପ୍ରାର୍ଥନା କରୁଛନ୍ତି ମୟୁରଭଞ୍ଜ ବାସିନ୍ଦା

ମୟୁରଭଞ୍ଜ ମାଟିର ପୁଅ ଓଡ଼ିଆ ସିନେ ଜଗତର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଛି । ଦିଲ୍ଲୀରେ ଏକ ଘରୋଇ ଚିକିତ୍ସାଳୟରେ ଚାଲିଛି ତାଙ୍କର ଚିକିତ୍ସା । ତାଙ୍କର ଆଶୁ ଆରୋଗ୍ୟ କାମନା କରି ସବୁଠି ଚାଲିଛି ପୂଜାର୍ଚ୍ଚନା । ଏହି ଖବର ପ୍ରଚାରିତ ହେବା ଦିନ ଠାରୁ…

ଅଜଣା ରୋଗରେ ଶଯ୍ୟାଶାୟୀ ପୁଅ, ସାହାଯ୍ୟ ମାଗୁଛି ମା’

ବୟସ ବଢିବା ସହ ବଢୁଛି ୨ ବର୍ଷ ଶିଶୁର ମୁଣ୍ଡ ଓ ଅଣ୍ଡକୋଷ ।  ଫଳରେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ି ଦୌଡ଼ି ବାପା ମା ହତାଶ ହୋଇ ପଡିଲେଣି । ଘର ଚଳାଇବା କଷ୍ଟ ହୋଇପଡ଼ୁଥିବା ବେଳେ ଏବେ ବଡ ଡାକ୍ତରଖାନା ଯିବା ପାଇଁ ଅର୍ଥ ବାଧକ ସାଜିଛି । ଏଭଳି ଏକ ଦୁଃଖଦାୟକ ଘଟଣା  ବାଲେଶ୍ବର ଜିଲ୍ଲା…

ଅଧିକ ଖାଉଛନ୍ତି କି ଆଚାର, ଲାକ୍ଟିକ୍‌ ଏସିଡ୍‌ ଖରାପ କରିବ ସ୍ୱାସ୍ଥ୍ୟ

ଭାରତକୁ ଆଚାର ଦେଶ କୁହାଯାଏ କାରଣ ଏଠାରେ ସମସ୍ତ ପ୍ରକାରର ଆଚାର ଉପଲବ୍ଧ ଥାଏ । ଯାହାକୁ ଲୋକମାନେ ଖାଇବାକୁ ବହୁତ ଭଲ ପାଆନ୍ତି, ଅନେକ ଲୋକ ଗାଁରୁ ସହର କିମ୍ବା ବିଦେଶ ଯିବାବେଳେ ସାଙ୍ଗରେ ଆଚାର ପ୍ୟାକ୍ କରି ନେଇ ଯାଆନ୍ତି । ଭାତ, ରୁଟି ଏବଂ ପରଟା ସହିତ ଆଚାର ଖାଇବାର ମଜା ଭିନ୍ନ କିନ୍ତୁ…

ମହିଳାମାନେ ଶରୀରରେ ଏହି ୫ଟି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ, ନଚେତ ହୋଇପାରେ ବଡ଼ ସମସ୍ୟା

ଆଜିକାଲି ମହିଳାମାନେ ଜୀବନରେ ସଫଳତାର ନୂଆ ନୂଆ ଉଚ୍ଚତାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଅଫିସ୍ ଏବଂ ଘରକୁ ବାଲାନ୍ସ କରିବା ଯୋଗୁ, ମହିଳାମାନେ ସ୍ୱାସ୍ଥ୍ୟ ଉପରେ ଠିକ୍‌ ଭାବେ ଧ୍ୟାନ ଦେଇପାରୁ ନାହାନ୍ତି । ତେବେ ବୟସ ବଢିବା ସହିତ ସମସ୍ୟା ବଢିବାରେ ଲାଗେ ଏବଂ ଏହାର ପ୍ରଭାବ ସ୍ୱାସ୍ଥ୍ୟ…

ବଞ୍ଚିବା ପାଇଁ ପାଟି ନୁହେଁ ହାର୍ଟରେ ଖାଦ୍ୟ ଖାଉଛନ୍ତି ମହିଳା, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଦୁନିଆରେ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସୁଛି । ଯଦି ମଣିଷ ଶରୀର ଏବଂ ଏହାର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବା, ତେବେ ଏକରୁ ଅଧିକ ମାମଲା ମିଳିବ । ଅନେକ ଲୋକଙ୍କ ଶରୀରରେ ଏପରି କିଛି ସମସ୍ୟା ଥାଏ, ଯାହାର ଚିକିତ୍ସା ମଧ୍ୟ ମିଳିନଥାଏ । ସମାନ ଭାବେ ଜଣେ ମହିଳାଙ୍କ ସହ କିଛି ଏପରି…

୩୦ ବର୍ଷ ପରେ ମହିଳାଙ୍କ ଠାରେ ଦେଖା ଦେଇପାରେ ଏହି ସବୁ ଶାରୀରିକ ସମସ୍ୟା, ଟିକେ ସତର୍କ ହୋଇଯାନ୍ତୁ

ବୟସ ବଢିବା ସଂଗେ ସଂଗେ ମହିଳାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ମାନ ବଢିଥାଏ । ୩୦ ବର୍ଷ ପରେ ମହିଳାଙ୍କ ଠାରେ ଥକା ଲାଗିବା, ଦୁର୍ବଳ ଲାଗିବା ସହ ଅଧିକରୁ ଅଧିକ ରୋଗ ଆକ୍ରାନ୍ତ ହେବାର ମଧ୍ୟ ଆଶଙ୍କା ରହିଛି । ଏକ୍ସପର୍ଟଙ୍କ ଅନୁଯାୟୀ, ବୟସ ସହିତ ମହିଳାମାନେ ନିଜ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ…

ଆପଣଙ୍କ ପିଲାର ବି ରହିଛି କି ପେଟେଇକି ପଢ଼ିବା ଅଭ୍ୟାସ! ଦେଖାଦେଇପାରେ ଏସବୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଛୋଟ ପିଲାମାନେ ନିଷ୍ପାପ ଓ ଅବୋଧ ହୋଇଥାନ୍ତି। ପିଲା ବେଳୁ ତାଙ୍କୁ ଯେମିତି ଶିକ୍ଷା ଦିଆଯାଏ ବଡ଼ ହେଲେ ସେମାନେ ସେହିଭଳି ହୋଇଥାନ୍ତି। ଏଣୁ ପିଲାଙ୍କୁ ଛୋଟବେଳୁ ହିଁ ଭଲ ଶିକ୍ଷା ଦେବା ଉପରେ ବାପା-ମା’ ମାନେ ଗୁରୁତ୍ୱ ଦେଇଥାନ୍ତି। ତେବେ ସାଧାରଣତଃ ଦେଖାଯାଏ ଯେ ଛୋଟ ପିଲାମାନେ ପେଟେଇକି ସବୁ…

କାହିଁକି ଆପଣଙ୍କ ମୁହଁରୁ ବାହାରିଥାଏ ଦୁର୍ଗନ୍ଧ, ଜାଣି ରଖନ୍ତୁ ଏହି ୪ଟି କାରଣ

ମୁହଁରୁ ଦୁର୍ଗନ୍ଧ ଆସିଲେ, କେହି ବି ଆପଣଙ୍କ ସହ ବସିବାକୁ ଏବଂ କଥା ହେବାକୁ ପସନ୍ଦ କରିବେନି। ଏହା ଏମିତି ଏକ ସ୍ଥିତି, ଯେଉଁଥିରେ ଆପଣଙ୍କୁ ବାରମ୍ବାର ଲଜ୍ଜାବୋଧ କରିବାକୁ ପଡ଼ିଥାଏ। ଏଥିପାଇଁ ଆପଣଙ୍କ ଖାଦ୍ୟପେୟ ଛଡ଼ା କିଛି ରୋଗ ମଧ୍ୟ ଦାୟୀ ହୋଇଥାଏ। କିନ୍ତୁ ଏହା କୌଣସି ବି ଗମ୍ଭୀର ସମସ୍ୟା…

ଦୀପାବଳିରେ ବାଣ ଫୁଟାଇବାବେଳେ ରୁହନ୍ତୁ ସାବଧାନ, ନଚେତ୍‌ ଦେଖାଦେଇପାରେ ଏହି ୫ଟି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଆଜିି ହେଉଛି ଆଲୋକର ପର୍ବ ଦୀପାବଳି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବ୍ୟକ୍ତିବିଶେଷ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଦୀପାବଳିରେ ଦୀପ ଜାଳିବା ବିଧି ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଏ ଅବସରରେ ବାଣ ଫୁଟାଇଥାନ୍ତି। କିଛି ସମୟର ମନୋରଞ୍ଜନ ପାଇଁ ଆମେ ଫୁଟାଉଥିବା…

କମ୍‌ ଉଚ୍ଚତା ବ୍ୟକ୍ତିଙ୍କୁ ହୋଇପାରେ ଡାଇବେଟିଜ୍‌ ସହ ଏହି ସବୁ ରୋଗ

କମ୍‌ ଉଚ୍ଚତା ବ୍ୟକ୍ତିଙ୍କୁ ସମାଜରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଯେଉଁମାନଙ୍କ ଉଚ୍ଚତା କମ୍‌, ସେମାନଙ୍କୁ ଡାଇବେଟିଜ୍‌ ହେବାର ଆଶଙ୍କା ଅଧିକ। ଏହାସହିତ ଅନ୍ୟ କେତେକ ରୋଗ ହେବାର ମଧ୍ୟ ଭୟ ରହିଥାଏ। ତା’ହେଲେ ଆସନ୍ତୁ ଜାଣିବା, କ’ଣ…