Browsing Tag

health secretary

ରାଉରକେଲାରେ ଡରାଇଲାଣି ହଇଜା: ସରକାରୀ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

ରାଉରକେଲା (କେନ୍ୟୁଜ): କିପରି ବ୍ୟାପିଲା ଷ୍ଟିଲସିଟିରେ ହଇଜା? ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ…

ଚତୁର୍ଥ ଲହର ପାଇଁ କେନ୍ଦ୍ରର ଚିନ୍ତା: ସତର୍କତା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ରର କରୋନା ଚିନ୍ତା । କରୋନା ସତର୍କତା ନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେ ଚିଠି ଉଲ୍ଲେଖ କରିଛନ୍ତି, ଏବେ ବି ବିଶ୍ୱରେ ସପ୍ତାହକୁ ୩୫ ଲକ୍ଷ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୫ଟି ଦେଶ ଜାପାନ, ଆମେରିକା, କୋରିଆ,…

ସ୍ୱାସ୍ଥ୍ୟ ସଚିବ ପଦ ଛାଡିଲେ ନିକୁଞ୍ଜ ଧଳ, ବାତ୍ୟା ପାଇଁ ସ୍ଥଗିତ ରହିଥିଲା ବଦଳି

ଭୁବନେଶ୍ବର: ସ୍ୱାସ୍ଥ୍ୟ ସଚିବ ପଦ ଛାଡିଲେ ନିକୁଞ୍ଜ ଧଳ । ବାତ୍ୟା ପାଇଁ ସ୍ଥଗିତ ରହିଥିଲା ତାଙ୍କ ବଦଳି । ଶକ୍ତି ବିଭାଗ ସଚିବ ଭାବରେ ପୂର୍ବରୁ ତାଙ୍କର ବଦଳି ହୋଇଥିଲା । ତେବେ ଖୁବଶୀଘ୍ର ସେ ଶକ୍ତି ବିଭାଗ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ସ୍ବାସ୍ଥ୍ଯ ଓ ପରିବାର…

ଡାକ୍ତର ଓ ନର୍ସଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ : କରୋନା ରୋଗୀ ଅନ୍ୟ ହସପିଟାଲକୁ ନଯିବାକୁ ନିର୍ଦ୍ଦେଶ, କେବଳ…

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଭାଇରସ୍‌ରେ ସଂକ୍ରମିତ ବ୍ୟକ୍ତି କେବଳ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲରେ ଚିକିତ୍ସତ ହେବେ । ଅନ୍ୟ ରୋଗୀଙ୍କ ଚିକିତ୍ସା କରାଯାଉଥିବା ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ସେମାନେ ଯିବେ ନାହିଁ । ଯେମିତି କି କଟକରେ ଏସ୍‌ସିବି ଏବଂ ସିଟି ହସପିଟାଲ ଏହି ସହ…

ସ୍ୱାସ୍ଥ୍ୟ ସଚିବଙ୍କ ଅଚାନକ ଯାଜପୁର ମେଡିକାଲ ଗସ୍ତ, କରୋନା ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚ କଲେ

ଯାଜପୁର ଟାଉନ : ଓଡିଶା ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡିକାଲରେ ଥିବା କରୋନା ଆଇସୋଲେସନ୍ ୱାର୍ଡକୁ ବୁଲି ଦେଖିବା ସହ କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କି କି…

ବଲାଙ୍ଗିରରେ ଆହାର କେନ୍ଦ୍ର ବୁଲିଲେ ଜିଲ୍ଲପାଳ ଓ ସ୍ୱାସ୍ଥ୍ୟ ସଚିବ, ଖାଦ୍ୟର ମାନ ପରଖିଲେ ଜିଲ୍ଲପାଳ ଅରିନ୍ଦମ ଡାକୁଆ

ବଲାଙ୍ଗିର(କେନ୍ୟୁଜ୍): ତୁଷୁରା ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିଲେ ଜିଲ୍ଲପାଳ ଅରିନ୍ଦମ ଡାକୁଆ ଓ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା । ଆହାର କେନ୍ଦ୍ରରେ ସେମାନେ ଲୋକଙ୍କ ସହ ବସି ଖାଇଥିଲେ । ଆଜି ସ୍ୱାସ୍ଥ୍ୟ ସଚିବ ମେହେର୍ଦ୍ଦା ଜିଲ୍ଲାର ଦେଓଗାଁ, ତୁଷୁରା ଓ ଗୁଡଭେଲା ବୁଲି…