ପିଅନ୍ତୁ ତେଜପତ୍ର ପାଣି, କେବଳ ସ୍ବାଦ ନୁହେଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ କରେ ସାହାଯ୍ୟ
ଆମ ରୋଷେଇ ଘରେ ଅନେକ ଜିନିଷ ରହିଛି ଯାହା ଆମର ଦୈନନ୍ଦୀନ ଜୀବନ ସମସ୍ୟାର ସମାଧାନ କରିଥାଏ । ସେହି ସବୁ ମଧ୍ୟରୁ ତେଜପତ୍ର ହେଉଛି ଅନ୍ୟତମ । ଯାହା ଭାରତୀୟ ମସଲା ପାଇଁ ବେଷ୍ଟ ହୋଇଥାଏ । ବିରିୟାନୀଠାରୁ ଆରମ୍ଭ କରି ଚା’ପର୍ଯ୍ୟନ୍ତ ତେଜପତ୍ରର ବ୍ୟବହାର କରାଯାଇଥାଏ । ଯାହା ଖାଦ୍ୟର ଟେଷ୍ଟକୁ…