Browsing Tag

health tips for winter

ଶୀତଦିନେ କମ୍ ତାପମାତ୍ରାରେ ହୋଇପାରେ ହାଇପୋଥର୍ମିଆ, ଜାଣନ୍ତୁ ଏହାର ଲକ୍ଷଣ

ଦେଶର ଅନେକ ଅଞ୍ଚଳରେ ଅତ୍ୟାଧିକ ଥଣ୍ଡା ହେଉଛି । ଅଧିକ ଶୀତ ହେବା କାରଣରୁ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥାଏ । ଏହି ହ୍ରାସ ତାପମାତ୍ରା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଶୀତ ଦିନରେ ଶରୀରର ତାପମାତ୍ରା ହ୍ରାସ ହେବାକୁ ଲାଗେ, ଯାହା ଫଳରେ ହାଇପୋଥର୍ମିଆ ରୋଗ ହୋଇଥାଏ । ଏହି ରୋଗ ଅତ୍ୟନ୍ତ…

ଶୀତଦିନରେ ଖାଆନ୍ତୁ ବ୍ଲୁ ବେରୀ, ନର୍ଭସ ସିଷ୍ଟମ ଠିକ ରହିବା ସହିତ ଷ୍ଟ୍ରୋକ ସମସ୍ୟାରୁ ମିଳିବ ମୁକ୍ତି

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ | ଫଳ ଭିତରୁ ବ୍ଲୁ ବେରୀ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଆପଣ ହୁଏତ ଜାଣିନଥିବେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାବୋନଏଡ଼ ଭଳି ପୋଷାକ ତତ୍ତ୍ୱରେ ଭରପୁର ବ୍ଲୁ ବେରି ସେବନ କେତେକ ଗମ୍ଭୀର ରୋଗ ଦାଉରୁ ବି ଶରୀରକୁ ସୁରକ୍ଷା ଦେଇଥାଏ | ଖାଲି…

ଶୀତ ଦିନେ ଜରୁର ଏହି ୪ ଫଳ ଖାଆନ୍ତୁ, ରୋଗ ରହିବ ବହୁ ଦୂରରେ

ଶୀତ ଦିନେ ବଜାରରେ ବହୁ ମାତ୍ରାରେ ଫଳ ମିଳିଥାଏ । ଏହି ସମୟରେ ଫଳ ଦାମ ମଧ୍ୟ କମ ଥାଏ । ସନ୍ତରା,ଡାଳିମ୍ବ, କଦଳୀ ଓ ସେଓ ଶରୀର ପାଇଁ ଅମୃତ ତୁଲ୍ୟ ହୋଇଥାଏ । ଏହି ସବୁ ଫଳରେ  ଭିଟାମିନ ଏ, ସି, ବି ଭଳି ବହୁ ଭିଟାମିନ ଓ ଖଣିଜ ଦ୍ରବ୍ୟ ଥାଏ । ଯଦି ଆପଣ ସବୁଦିନ ଏହି ସବୁ ଫଳ ଖାଉଛନ୍ତି ତେବେ…

ଶୀତ ଋତୁ କାରଣରୁ ରୁଖା ହୋଇଯାଇଛି କି ଆପଣଙ୍କ ତ୍ୱଚା, ତାହେଲେ ଏପରି ନିଅନ୍ତୁ ଯତ୍ନ

ଏବେ ଚାରିଆଡେ ଶୀତର ଲହରୀ। ଥଣ୍ଡା ଥଣ୍ଡା ଋତୁରେ ତ୍ୱଚା ଏକଦମ୍‌ ଶୁଷ୍କ ହୋଇଯାଏ। ଯେଉଁଭଳି ଭାବେ ଋତୁ ପରିବର୍ତ୍ତନ ହେଲେ ପିନ୍ଧିବା ଖାଇବା ବଦଳିଯାଏ, ସେହିପରି ତ୍ୱଚାର ଦେଖାଶୁଣାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଯାହାଦ୍ୱାରା ତ୍ୱଚାର ଭଲଭାବେ ଯତ୍ନ ନେଇହେବ। ଆପଣ ଲକ୍ଷ୍ୟ କରିଥିବେ ଯେଶୀତ…

ଶୀତଦିନେ ହୋଇଯାଉଛନ୍ତି କି ଅସୁସ୍ଥ ତାହେଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ ଆଉ ତାପରେ ଦେଖନ୍ତୁ କମାଲ

ସାଧାରଣତଃ ଶୀତଦିନେ ଅଧିକାଂଶ ଲୋକଙ୍କର ଦେହ ଭଲ ରୁହେନାହିଁ କାରଣ ଥଣ୍ଡା ଆପଣଙ୍କୁ ଅସୁସ୍ଥ କରିବାର କୌଣସି ସୁଯୋଗ ହାତଛଡା କରେନି । କିନ୍ତୁ ଖାଦ୍ୟପେୟ ଓ ଚାଲିଚଳନ ଦ୍ୱାରା ଆପଣ ଶୀତଦିନେ ନିଜକୁ ସର୍ବଦା ସୁସ୍ଥ ଓ ଫିଟ ରଖିପାରିବେ । ତାହେଲେ ଆସନ୍ତୁ ଜାଣିବା ଏପରି ୫ଟି ଖାଦ୍ୟ ବିଷୟରେ ।…