ମେଣ୍ଟାଲ ହେଲଥ୍କୁ ଭଲ ରଖିଥାଏ ଡ୍ୟାନ୍ସ, ଜାଣନ୍ତୁ ଏହା କିପରି ସାହାଯ୍ୟ କରିବ
ଯଦି ଆପଣ ନିଜ ମେଣ୍ଟାଲ ହେଲଥ୍ରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ଡ୍ୟାନ୍ସ ଏକ ବହୁତ ଭଲ ଉପାୟ ହୋଇଥାଏ । ତେବେ ଡ୍ୟାନ୍ସ କରିବା ଦ୍ୱାରା କେବଳ ଆମକୁ ଖୁସି ମିଳେ ନାହିଁ, ବରଂ ଏହା ଆମ ଷ୍ଟ୍ରେସ୍କୁ ମଧ୍ୟ କମ୍ କରିଥାଏ । ଯେତେବେଳେ ଆମେ ଡ୍ୟାନ୍ସ କରିଥାଉ, ସେତେବେଳେ ଆମ ଶରୀରର ହାପି…