Browsing Tag

health tips

ଆଲର୍ଜିଠୁ ନେଇ କିଡ୍‌ନୀ ଷ୍ଟୋନ୍‌, ଅଧିକ ଟମାଟୋ ଖାଇବାର ଏ ହେଉଛି ୮ଟି ପରିଣାମ

ଆବଶ୍ୟକତାଠାରୁ ଅଧିକ କିଛି ବି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଏବଂ ଏହା ଟମାଟର ଉପରେ ବି ଲାଗୁ ରହିଛି। ତରକାରୀ ହେଉ କି, ସୁପ କିମ୍ବା ସାଲାଡ୍‌, ଟମାଟରର ବ୍ୟବହାର ପାଖାପାଖି ସବୁ ଜିନିଷରେ କରାଯାଇଥାଏ। ଏମିତିରେ ଟମାଟର ଖାଇବାରେ ଅନେକ ଫାଇଦା ମିଳିଥାଏ। କିନ୍ତୁ ଯେତେବେଳେ…

ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ହୋଇଥାଏ ମୁଣ୍ଡବିନ୍ଧା, ଜାଣନ୍ତୁ ଏହା ପଛର ଅସଲ କାରଣ

ଆପଣଙ୍କ ମୁଣ୍ଡ ବିନ୍ଧା ହେଉଛି କି ? ଏମିତି ପ୍ରତିଦିନ ହେଉଥିଲେ ସାବଧାନ। ଆଉ ଯଦି ଆପଣ ମହିଳା ହୋଇଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ମୁଣ୍ଡବିନ୍ଧା ହୋଇଥାଏ । ଏହା ପଛର କାରଣ ଜୀବନଶୈଳୀ ହୋଇଥାଇପାରେ । ଏହା ବ୍ୟତୀତ ହରମୋନନ କାରଣରୁ ମଧ୍ୟ…

ଅଂଶୁଘାତରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ

ଓଃ କି ଖରା। ତାତିରେ ଦେହ ମୁଣ୍ଡ କଣ ହୋଇଯାଉଛି। ପୁଣି ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଯେମିତି ଅତିଷ୍ଠ ହୋଇଯାଉଛି ଜୀବନ। ଏ ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା ଭାରି କଷ୍ଟକର ହୋଇପଡୁଛି। କଣ ଆପଣ ବି ଖରାରେ ଏମିତି ଅତିଷ୍ଠ ହେଉଛନ୍ତି ଆଉ ଭାବୁଛନ୍ତି କେମିତି ଏ ଖରା ଓ…

ଖାଦ୍ୟକୁ ଚୋବାଇ ଚୋବାଇ ଖାଉଛନ୍ତି ତ, ଯଦି ଖାଉନାହାଁନ୍ତି ତେବେ ପଢ଼ନ୍ତୁ

ଖାଦ୍ୟ ଖାଇବାର ଫାଇଦା ତ ଆପଣ ଜାଣିଥିବେ, କିନ୍ତୁ ଖାଦ୍ୟକୁ ଚୋବାଇ ଖାଇବାର ଲାଭ ବିଷୟରେ ଆପଣ ଜାଣିଛନ୍ତି କି। ଯଦି ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହି ଖବର। ତେବେ ଯଦି ଆପଣଙ୍କର ଜଲଦି ଜଲଦି ଖାଇବାର ଅଭ୍ୟାସ ଥାଏ, ତାହେଲେ ଖାସ୍‌ କରି ଆପଣ ଏହାକୁ ନିଶ୍ଚୟ…

ଏହି ସବୁ ଖାଦ୍ୟ ଖାଇ ବଢ଼ାନ୍ତୁ ନିଜର ସ୍ମରଣ ଶକ୍ତି

ଶରୀରକୁ ସୁସ୍ଥ ରଖିବା ପାଇଁ ଆଜିକାଲି ଲୋକେ ଅନେକ ପ୍ରକାରର ଉପାୟ ଆପଣାଉଛନ୍ତି । ବ୍ୟାୟାମ କରିବା ସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଉଛନ୍ତି। ଏହାକୁ ନେଇ ଏକ ରିପୋର୍ଟ ସମ୍ନାକୁ ଆସିଛି। ଲଗାତାର କାନ ଧରି ବସ-ଉଠ୍‌ ହେବା ଦ୍ୱାରା ଶରୀର ଉପରେ ଭଲ ପ୍ରଭାବ ପଡିଥାଏ। ଏହାଦ୍ୱାରା କାନରୁ…

କଞ୍ଚା ଖାଇବା ପରିବର୍ତ୍ତେ ଘରେ ବନାନ୍ତୁ ନିମ୍ବ ପତ୍ର ଚା’, ଶରୀରକୁ ମିଳିବ ଅଜବ ପ୍ରକାର ଫାଇଦା

ନିମ୍ବର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି। ଏହା ଏମିତି ଏକ ଗଛ, ଯାହାର ମୂଳଠାରୁ ଡାଳପତ୍ର ପର୍ଯ୍ୟନ୍ତ ସବୁକିଛି କାମରେ ଆସିଥାଏ। ନିମ୍ବ ସେବନ କଲେ ଶରୀରରେ ରକ୍ତ ସଫା ହେବା ସହିତ ସ୍କିନ୍‌ରେ ମଧ୍ୟ ଚମକ ଆସିଥାଏ। ବହୁ ଲୋକ ସକାଳୁ ନିମ୍ବ ପତ୍ର ଚୋବାଇ ଖାଇଥାଆନ୍ତି। ଏହା ପାଟିକୁ ପିତା…

ସେଓ ଖାଇବା ପରେ କେବେ ବି ଦୁଗ୍ଧ, ଦହି ସମେତ ଏହି ସବୁ ଜିନିଷ କରନ୍ତୁ ନାହିଁ ସେବନ, ଶରୀରକୁ ପହଞ୍ଚିପାରେ କ୍ଷତି

ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ସେଓ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ରହିଛି। ଯଦିଓ ଏହାକୁ ଖାଇବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ। ଖାସ୍‌ କରି ସେଓ ଖାଇବା ପରେ ଏମିତି କିଛି ଜିନିଷ ଅଛି, ଯାହାକୁ ଖାଇଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ। ଆଜି ଆମେ…

ସକାଳୁ ଉଠୁ ଉଠୁ ଖାଆନ୍ତୁ ରାଶି, ପେଟ ସଫା ସାଙ୍ଗକୁ ଦାନ୍ତ ବି ହେବ ମଜଭୁତ

ଭଲ ସ୍ୱାସ୍ଥ୍ୟ ପାଇଁ ଲୋକେ ନିଜ ଖାଦ୍ୟପେୟରେ ବିଭିନ୍ନ ପ୍ରକାର ଜିନିଷ ସାମିଲ କରିଥାଆନ୍ତି। ଏହି ସବୁ ଖାଦ୍ୟ ଜିନିଷ ମେଟାବଲିଜମ୍‌କୁ ବଢ଼ାଇଥାଏ, ଯଦ୍ଦ୍ଵାରା ଶରୀର ଫିଟ୍‌ ରହିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ରାଶି। ଆୟୁର୍ବେଦ ଅନୁସାରେ, ଭଜା ରାଶି ଚୋବାଇବା ଦ୍ୱାରା ପେଟ ଭଲ ଭାବେ ସଫା…

ସାବଧାନ! ସମସ୍ତଙ୍କ ପାଇଁ ନୁହେଁ ବେଲ ସର୍ବତ, ଜାଣନ୍ତୁ ଏହାକୁ ସେବନ କରିବା କିପରି ହୋଇଥାଏ ହାନିକାରକ

ଆଗକୁ ଆସୁଛି ଖରାଦିନ। ଲୋକେ ଥଣ୍ଡା ଥଣ୍ଡା ସର୍ବତ ପିଇବା ଆରମ୍ଭ କରିଦେବେ। ଯଦି ଆପଣ ବି ଖରାଦିନେ ନିଜ ଡାଏଟ୍‌ରେ ସର୍ବତ ସାମିଲ କରନ୍ତି, ତା’ହେଲେ ସାମାନ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ। କାରଣ, କିଛି ସର୍ବତ ସମସ୍ତଙ୍କ ପାଇଁ ନ ଥାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ବେଲ ସର୍ବତ ବା ବେଲ…

ଏହି ସମସ୍ୟା ଥିଲେ ଭୁଲ୍‌ରେ ବି ସେବନ କରନ୍ତୁ ନାହିଁ କ୍ଷୀର କିମ୍ବା କ୍ଷୀରଜାତ ଦ୍ରବ୍ୟ, ନଚେତ୍‌ ନେଇଥାଏ ଗମ୍ଭୀର ରୂପ

କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ, ଏହା ସମସ୍ତେ ଜାଣନ୍ତି। କ୍ଷୀର ଶରୀରରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିପାରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, କିଛି ଲୋକଙ୍କ ପାଇଁ କ୍ଷୀର ପିଇବା ବହୁତ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ ଲୋକ କ୍ଷୀର ପିଇବାଠୁ…

ଯଦି ଆପଣ ଖାଉନାହାନ୍ତି ନନ୍-‌ଭେଜ, ତ ପ୍ରୋଟିନ୍‌ର ଅଭାବକୁ ପୂରଣ କରନ୍ତୁ ଭେଜ୍‌ର ଏହି ସବୁ ଖାଦ୍ୟ ଖାଇ

ଯେଉଁ ଲୋକ ଚିକେନ୍‌ କିମ୍ବା କୌଣସି ବି ପ୍ରକାର ନନ୍‌ଭେଜ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହୋଇଥାଏ କି, ଏମିତି କ’ଣ ଖାଇବେ, ଯେଉଁଥିରୁ ପ୍ରୋଟିନ୍‌ ମିଳିପାରିବ। ପୁରୁଷମାନଙ୍କୁ ଦୈନିକ ୫୬ ଗ୍ରାମ ପ୍ରୋଟିନ୍‌ର ଆବଶ୍ୟକତା ପଡ଼ିଥାଏ। ମହିଳାମାନଙ୍କ ପାଇଁ ଦୈନିକ ୪୬ ଗ୍ରାମ…

ଶୀତଦିନ ରାତିରେ ଭୁଲ୍‌ରେ ବି ପିନ୍ଧି ଶୁଅନ୍ତୁ ନାହିଁ ସ୍ୱେଟର, ହାର୍ଟ ଓ ଡାଇବେଟିଜ୍‌ ରୋଗୀଙ୍କ ପାଇଁ ବିପଦ

ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ଉଲ୍‌ କପଡ଼ା ପିନ୍ଧି ହିଁ ଶୋଇ ଯାଆନ୍ତି। କିନ୍ତୁ ଏହା ଏକ ଖରାପ ଅଭ୍ୟାସ, ରାତିରେ ଉଲ୍‌ କପଡ଼ା ପିନ୍ଧି ଶୋଇଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଯଦି ଆପଣ ସ୍ୱେଟର ପିନ୍ଧି ଶୋଇବାକୁ ଚାହୁଁଛନ୍ତି, ତ ପ୍ରଥମେ କଟନ ବସ୍ତ୍ର ପିନ୍ଧି…