ବ୍ୟକ୍ତିକୁ ଚିନ୍ତା ମୁକ୍ତ କରିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରୁ ମୁକ୍ତି ଦିଏ ବରଗଛ ଫଳ
ବରଗଛକୁ ନେଇ ହିନ୍ଦୁ ଶାସ୍ତ୍ରରେ ରହିଛି ଅନେକ ମାନ୍ୟତା। ହିନ୍ଦୁ ଧର୍ମରେ ଏହାକୁ ପୂଜା କରାଯାଏ। କିନ୍ତୁ ଏହାର ଫୁଲଫଳକୁ ନେଇ ବହୁତ ଲୋକ ଅଜଣା ଅଛନ୍ତି। ଏଥିରେ ଅନେକ ଫାଇଦା ଗୁଣ ଭରି ରହିଥାଏ । ଏହି ଗଛରେ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ଏହାସହ ଗଛରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ।…