Browsing Tag

healthy food

ଶୀତଦିନେ ବେସନ ରୁଟି ଖାଇବା ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଶୀତଋତୁରେ, ଆମର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ଆମେ ଅନେକ ରୋଗରେ ପୀଡିତ ହେବା ଆରମ୍ଭ କରିଥାଉ । ବିଶେଷକରି ଏହି ଋତୁରେ, ଆମ ଖାଦ୍ୟରେ କିଛି ଜିନିଷ ଅନ୍ତର୍ଭୂକ୍ତ କରିବା ଉଚିତ ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବ । ବେସନ ରୁଟି ହେଉଛି ଏପରି ଏକ ସ୍ୱାଦିଷ୍ଟ ଖାଦ୍ୟ ଯାହା…

ଏହି ସୁସ୍ଥ ଖାଦ୍ୟରେ ନଥାଏ ଫାଇବର, ହଜମ ଶକ୍ତି ଖରାପ ଥିଲେ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ

ପାଚନ ଶକ୍ତିକୁ ଠିକ ରଖିବାରେ ଫାଇବରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହା ଅନ୍ତ ସ୍ୱାସ୍ଥ୍ୟକୁ ଠିକ ରଖିଥାଏ ଏବଂ ରକ୍ତ ଶର୍କରାକୁ ସାମାନ୍ୟ କରିବାରେ ସାହାଯ୍ୟ କରିଥାଏ । ସୁସ୍ଥ ରହିବା ପାଇଁ ଫାଇବରରେ ଭରପୁର ଥିବା ଖାଦ୍ୟକୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଶରୀରରେ ଫାଇବର ଅଭାବ…

ଭିଟାମିନ୍ B6 ଅଭାବରୁ ହୋଇପାରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ! ରକ୍ଷା ପାଇବା ପାଇଁ ପ୍ରଚୁର ମାତ୍ରାରେ ଖାଆନ୍ତୁ ଏହି…

ଭିଟାମିନ୍ B6 ପାଇରିଡୋକ୍ସିନ୍‌ (Pyridoxine) ରୂପେ ଜଣାଯାଇଥାଏ। ଏହା ଏକ ଓ୍ଵାଟର ସଲ୍ୟୁଏବଲ୍‌ ଭିଟାମିନ୍, ଯାହା ପ୍ରାକୃତିକ ରୂପେ ଅନେକ ଖାଦ୍ୟ ପଦାର୍ଥରେ ମିଳିଥାଏ। ଏଥି ସହିତ ଏହାକୁ ଫୁଡ୍‌ ସପ୍ଲିମେଣ୍ଟରେ ମଧ୍ୟ ଯୋଡ଼ା ଯାଇପାରିବ। ଏହି ଭିଟାମିନ୍ ସାହାଯ୍ୟରେ ଅନେକ ରୋଗକୁ ଦୂର କରାଯାଇ…

ମୋଟାପଣକୁ ଦୂର କରିବା ପାଇଁ ଖାଲି ପେଟରେ ଶୁଅନ୍ତୁ ନାହିଁ, ହେବ ସାଂଘାତିିକ ସମସ୍ୟା

ବ୍ୟସ୍ତ ବହୁଳ ଜୀବନ ସହ ଖରାପ ଖାଦ୍ୟ ଶୈଳୀ ପାଇଁ ପ୍ରାୟ ଲୋକ ମୋଟାପଣର ଶିକାର ହେଉଛନ୍ତି। ବିଜି ସେଡ୍ୟୁଲରେ ଏହି ସମସ୍ୟା ହେଲେ ଲୋକଙ୍କର ଚିନ୍ତା ଅଧିକ ବଢ଼ିଯାଉଛି। ଯେତେବେଳେ ଏହି ସମସ୍ୟା ଦେଖାଯାଏ ତେବେ କିଛି ଜଣ ଏଥିପାଇଁ ବିଭିନ୍ନ ପ୍ରକାରର ଟ୍ରିକ ଆପଣାନ୍ତି। କିଛି ଡାଏଟିଂ କରନ୍ତି ତ…

ଚା’ ପରେ ଏହି ସବୁ ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ୍ ପାଚନ ତନ୍ତ୍ର ଉପରେ ପଡିପାରେ ଖରାପ ପ୍ରଭାବ

ସକାଳୁ ଫ୍ରେଶ ମୁଡରେ ଦିନ ଆରମ୍ଭ କରିବାକୁ ହେଲେ କିମ୍ବା ଦିନସାରା ହାଲିଆ ହେବା ପରେ ଏକ କପ୍ ଚା' ମିଳିଗଲେ ଦେହ ମନ ତାଜା ହୋଇଯାଏ । କିନ୍ତୁ ଏହି ସମୟରେ ବ୍ୟକ୍ତି ଚା' ସହ ଏମିତି ଅନେକ ଜିନିଷ ଗ୍ରହଣ କରିଥାଏ । ଯାହା ଶରୀର ପାଇଁ ହାନିକାରକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ…

୫ମିନିଟରେ ପ୍ରସ୍ତୁତ କରନ୍ତୁ ଏହି ପୌଷ୍ଟିକ ଗଜାଦାନାରୁ ସ୍ୱାଦିଷ୍ଟ ରେସିପି

ଖାଦ୍ୟ ଏମିତି ହେବା ଦରକାର ଯାହା ଆମ ଶରୀର ପାଇଁ ଉପଯୁକ୍ତ। ସ୍ୱାସ୍ଥ୍ୟ ଉପଯୋଗୀ ସହ ଖାଦ୍ୟ ପୌଷ୍ଟିକ ମଧ୍ୟ ହେବା ଆବଶ୍ୟକ। ଯାହା ଆମ ଶରୀରକୁୁ ଶକ୍ତି ପ୍ରଦାନ କରିବାରେ ସହାୟକ ହେବ। କିନ୍ତୁ ପ୍ରତିିଦିନ କ’ଣ ଖାଇବା , ସେସବୁ ପାଇଁ ସକାଳୁ ଚିନ୍ତା ଘାରେ। ଏହାସହ ଏବେ ଚୈତ୍ର ନବରାତ୍ର ଆରମ୍ଭ…

ଗର୍ଭବତୀ ମହିଳା ଏବଂ ପିଲା ପାଇଁ ବେଶ୍ ଉପକାରୀ ମୌସମ୍ବି ଜୁସ୍, ଶରୀର ପାଇଁ ଦିଏ ଅନେକ ଫାଇଦା

ଶରୀର ପାଇଁ ଲାଭଦାୟକ ମୌସମ୍ବି ଜୁସ୍ । ମୌସମ୍ବିରେ ଭିଟାମିନ୍ ସି ଏବଂ ପୋଟାସିୟମ୍ ଭରପୂର ମାତ୍ରାରେ ରହିଛି । ଖଟା ମିଠା ସ୍ବାଦ ଯୋଗୁଁ ଏହାର ଜୁସ୍ କୁ ସବୁ ଲୋକ ପସନ୍ଦ କରିଥାନ୍ତି । ମୌସମ୍ବି ଜୁସ୍ ସହଜରେ ମଧ୍ୟ ସବୁଠାରେ ଉପଲବ୍ଧ ହୋଇଥାଏ । ମୌସମ୍ବିରେ ଫାଇବରର ମାତ୍ରା ମଧ୍ୟ ଭରପୂର…

ଭୁଲ୍‌ରେ ମଧ୍ୟ କଞ୍ଚା ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଦେଖାଦେବ ସାଘାଂତିକ ପେଟ ସମସ୍ୟା

ସୁସ୍ଥ ଖାଦ୍ୟପେୟ ଯୋଗୁଁ ଶରୀର ସୁସ୍ଥ ରହିଥାଏ। ସଠିକ୍‌ ଆହାରକୁ ସଠିକ୍‌ ସମୟ ଏବଂ ସଠିକ ଉପାୟରେ ଖାଇଲେ ହିଁ ତାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଅଧାପନ୍ତରିଆ କଥା ଜାଣି କିଛି ଜିନିଷକୁ ଭୁଲ୍‌ରେ ଖାଇବା ଦ୍ୱାରା ଶରୀରକୁ ଫାଇଦା ପରିବର୍ତ୍ତେ କ୍ଷତି ପହଞ୍ଚିଥାଏ। ଏମିତି କିଛି…

ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଖାଆନ୍ତୁ ଏହି ୪ଟି ଜିନିଷ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ନିଜର ଓଜନକୁ ନେଇ ଚିନ୍ତିତ ରହିଛନ୍ତି। ଏହାକୁ କିପରି କମ୍‌ କରିବେ, ତାହାକୁ ନେଇ ଅନେକ ଉପାୟ ମଧ୍ୟ ଆପଣାଉଛନ୍ତି। ବଢୁଥିବା ଓଜନ ଶରୀରର ମେଟାବଲିଜିମକୁ କମ୍‌ କରିବା ସହିତ ଶରୀରକୁ ରୋଗାଗସ୍ତ କରିଥାଏ। ଏମିତିରେ ଆପଣ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖିବା…

୪୦ ବର୍ଷ ହେବା ପରେ ହୋଇଯାନ୍ତୁ ସାବଧାନ ! ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟ ଠାରୁ ରୁହନ୍ତୁ ଦୂରେଇ

ସାଧାରଣତଃ ଛୋଟ ପିଲା ମାନେ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବୟସ ବଢିବା ସହ କେତେ ଜଣଙ୍କର ଏହି ସଉକ ଜମା ବି କମି ନଥାଏ । ଅର୍ଥାତ ଯୁବାବସ୍ଥା ସେମାନେ ଯାହା ଯାହା ଖାଉଥିଲେ ବୟସ ବଢିବା ସହ ବି ସେହି ଜିନିଷ ଖାଇବା ଜାରି ରଖିଥାନ୍ତି । କିନ୍ତୁ ସେମାନେ ହୁଏତ ଜାଣି ନଥାନ୍ତି…

ବଦଳୁଥିବା ପାଣିପାଗରୁ ପେଟକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପ୍ରସ୍ତୁତ କରନ୍ତୁ ମୁଗ ଖେଚୁଡି

ଖେଚୁଡି ଭାରତରେ ପ୍ରସ୍ତୁତ ହୋଇପାରୁଥିବା ସବୁଠାରୁ ସହଜ ଖାଦ୍ୟ। ଏହା ଏପରି ଏକ ଖାଦ୍ୟ ଯେଉଁଥିରେ ମୁଗଡାଲି ଏବଂ ଚାଉଳ ଛଡା କିଛି ବି ନଥାଏ, କିନ୍ତୁ ଏହା ପେଟ ପାଇଁ ସ୍ୱାସ୍ଥ୍ୟପ୍ରଦ। ବଦଳୁଥିବା ପାଣିପାଗ ଅନୁଯାୟୀ ଖାଦ୍ୟପଦାର୍ଥ ବିଷାକ୍ତ ହେବା ସହ ସଂକ୍ରମଣ ମଧ୍ୟ ହେଉଛି। ଯାହାଦ୍ୱାରା…