ପ୍ରତିଦିନ କରନ୍ତୁ ଏହି ୩ ଟି ଏକ୍ସରସାଇଜ, ଯାହା ଆପଣଙ୍କୁ ହାର୍ଟ ରୋଗରୁ କରିବ ମୁକ୍ତି
ଯଦି ଆପଣ ନିଜ ହାର୍ଟକୁ ଫିଟ ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏହି ୩ ଟି ଏକ୍ସରସାଇଜ୍ କରିପାରିବେ । ଯାହାଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହେବା ସହ ଆପଣଙ୍କ ଶରୀରରେ ଶିରା ଅବରୋଧକୁ ଖୋଲିବ । ନିଜକୁ ହାର୍ଟ ଆଟାକରୁ ଦୂରେଇ ରଖିବା ପାଇଁ ଶରୀରକୁ ଠିକ ଭାବରେ ନତ୍ୟାନ୍ତ ଜରୁରୀ ।…