Browsing Tag

healthy

ଟୁଥ ବ୍ରଶରେ ଥାଏ ବିପଜ୍ଜନକ ଜୀବାଣୁ , ଜାଣନ୍ତୁ କିପରି ଟୁଥ୍‌ ବ୍ରଶ ସଫା ରଖିବେ

ଆପଣମାନେ କେବେ ନିଜ ଟୁଥ୍ ବ୍ରଶ୍‌ ସଫା କରିବା ପାଇଁ ଚିନ୍ତା କରିଛନ୍ତି କି ? କିନ୍ତୁ ଅଧିକାଂଶ ଲୋକ ସକାଳ ସମୟରେ ଯେତେବେଳେ ବ୍ରଶ କରିବା ପାଇଁ ବାହାରି ଥାନ୍ତି ସେତେବେଳେ ହିଁ ଟୁଥ୍ ବ୍ରଶକୁ ଦେଖନ୍ତି । ଆଉ ଅନ୍ୟାନ୍ୟ ସମୟରେ ଲୋକମାନେ ସେମାନଙ୍କ ପ୍ରତିଦିନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି,…

ବର୍ଷା ଦିନରେ ଏହିସବୁ ଖାଦ୍ୟକୁ ଆଦୌ ଖାଆନ୍ତୁ ନାହିଁ, ନଚେତ୍‌ ଭୋଗିବେ ବଡ଼ ସମସ୍ୟା

ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଗଳା ବସିବା, ଥଣ୍ଡା, କାଶ, ଜ୍ବର ହେବା ଆଦି ସମସ୍ୟା ବୃଦ୍ଧି ପାଇଥାଏ । ତେବେ ଏହା କାହିଁକି ହେଉଛି ତାହା ବହୁତ ଲୋକଙ୍କୁ ବୁଝା ପଡେ ନାହିଁ । ପ୍ରକୃତରେ ଏହାର କାରଣ ବର୍ଷାପାଗ ନୁହେଁ ବରଂ ଆପଣଙ୍କର ଖାଦ୍ୟ । ଆୟୁର୍ବେଦ ଅନୁଯାୟୀ ଋତୁ ବଦଳିରେ ଆମେ ଆମର ଭୋଜନ…

ଜିଭ ରଙ୍ଗ କଳା ହୋଇଥିଲେ ସାଂଘାତିକ ରୋଗ ହେବାର ସମ୍ଭାବନା ରହିଥାଏ, ଜାଣନ୍ତୁ କିପରି ମୁକ୍ତି ପାଇବେ

ଜିଭରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ଶରୀରରେ ହେଉଥିବା ସମସ୍ଯାର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ଜିଭ ଅଧିକ ଲାଲ୍ ତେବେ ଜାଣନ୍ତୁ ଆପଣଙ୍କ ପାଚନ ତନ୍ତ୍ର ଠିକ୍ ନାହିଁ । ସେହିପରି ଜିଭ କଳା ହୋଇଥିଲେ ଜାଣନ୍ତୁ ଆପଣଙ୍କ ଶରୀରରେ ରକ୍ତ ପର୍ଯ୍ଯାପ୍ତ ପରିମାଣରେ ନାହିଁ । ଏମିତି ବି କୁହାଯାଏ ଯେ…

ଶରୀରକୁ ପୃଷ୍ଟିକର ତତ୍ତ୍ୱ ପ୍ରଦାନ କରେ Maple syrup, ଜାଣନ୍ତୁ ଫାଇଦା

ଆମ ସମସ୍ତଙ୍କୁ ଜଣା ଯେ, ଚିନି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ। ଏହାର ଅତ୍ୟଧିକ ମାତ୍ରାରେ ସେବନ ଶରୀରରେ ଅନେକ ରୋଗ ସୃଷ୍ଟିର କାରଣ। ତେଣୁ ଡାକ୍ତରମାନେ ମଧ୍ୟ ଏଥିପାଇଁ ଏହାକୁ ବାରଣ କରିଥାନ୍ତି। ତେଣୁ ଚିନିର ବିକଳ୍ପ ସେବନ କରିବା ପାଇଁ ସବୁବେଳେ କୁହାଯାଏ। ତେବେ ଏହାର ବିକଳ୍ପ ପାଇଁ…

ରେଗିସ୍ତାନରୁ ଆରମ୍ଭ କରି ବରଫ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ପାଳନ ହେଉଛି ‘ଅନ୍ତ-ରାଷ୍ଟ୍ରୀୟ ଯୋଗ ଦିବସ’

୨୧ ଜୁନ ଅର୍ଥାତ ଆଜି ସାରା ଦୁନିଆରେ ''ଅନ୍ତ-ରାଷ୍ଟ୍ରୀୟ ଯୋଗ ଦିବସ'' ପାଳନ କରାଯାଉଛି । ଏଥର ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସର ଥିମ କରୋନା ସମ୍ପର୍କିତ ରହିଛି । କରୋନାରୁ ସୁରକ୍ଷିତ ରହିବା ପାଇଁ ଏହି ଥିମ ରଖାଯାଇଛି । ତେଣୁ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଯୋଗ ଫଟୋ ସେୟାର ହୋଇଛି । ଏଭଳି…

ଶରୀର ସହ ମନକୁ ଶାନ୍ତ ରଖିବା ପାଇଁ ମନା କରନ୍ତୁ ଏହିସବୁ ଭୋଜନ, ଜାଣନ୍ତୁ

କୁହାଯାଏ ମଣିଷକୁ ଖୁସି କରିବାକୁ ହେଲେ ପ୍ରଥମେ ତା ପେଟକୁ ଖୁସି କରିବା ଆବଶ୍ୟକ । ଏହାସହ ଆପଣ ଯେମିତି ଖାଦ୍ୟ ଖାଇବେ ଆପଣଙ୍କ ମନ ବି ସେମିତି ହେବ । କାରଣ ଖାଦ୍ୟ ଆମ ଶରୀର ସହ ମନ ଉପରେ ବେଶ ପ୍ରଭାବ ପକାଇଥାଏ । ତେଣୁ ଖାଦ୍ୟ ଅନୁଯାୟୀ ଆମ ମୁଡ ମଧ୍ୟ ନିର୍ଭର କରେ । ଭଲ ଓ ମନ ପସନ୍ଦ ଖାଦ୍ୟ…

ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖାଗଲେ ତୁରନ୍ତ କରାନ୍ତୁ ଯାଞ୍ଚ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

କରୋନା ଭ୍ୟାକସିନ ନେବା ପରେ କିଛି ଜଣଙ୍କ ମଧ୍ୟରେ ଏହାର ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ଜଣଙ୍କୁ ଜ୍ୱର ହେବାସହ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଉଛି । ତେଣୁ ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖି ଅନେକ ଭୟ କରୁଛନ୍ତି । ମନରେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।…

ଗୁଡ଼ରେ ତିଆରି ରାବିଡି ପ୍ରସ୍ତୁତ କରିବା ଖୁବ ସହଜ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ମାନସିକ ଚିନ୍ତା ଏବେ ସମସ୍ତଙ୍କୁ ଜାବୁଡି ରଖିଛି । ଆଉ ଏହି ସମୟରେ କିଛି ସ୍ୱାଦିଷ୍ଟ ଖାଇବା ଯଦି ମିଳିଯାଏ । ତେବେ ଏହା ଆମ ମନକୁ ଶାନ୍ତି ପ୍ରଦାନ କରେ । ଆଜି ଆମେ ସେଭଳି କିଛି ରେସିପି ଆଣିଛୁ ଯାହା ଆପଣଙ୍କ ମୁଡକୁ ଏକଦମ ଠିକ କରିଦେବ । ଆଜିର ରେସିପିର ନାମ ହେଉଛି ରାବିଡି । ଏହାକୁ…

ଆପଣଙ୍କ ସମସ୍ତ ସମସ୍ୟାକୁ ଦୂର କରିବ ଏହି ସବୁ ଉପାୟ , ଜାଣନ୍ତୁ ସମାଧାନ

କରୋନା ସଙ୍କଟ କାଳରେ ନିଜର ଓ ନିଜ ପରିବାରର ବିଶେଷ ଧ୍ୟାନ ରଖନ୍ତୁ । ଏହି ସମୟରେ ଦେଖାଯାଉଥିବା ସମସ୍ତ ରୋଗ ପ୍ରତି ସାବଧାନ ଅବଲମ୍ବନ କରନ୍ତୁ । ଏଥିପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ରହିଛି ଯାହା ଆପଣଙ୍କ ସମସ୍ତ ସମସ୍ୟାକୁ ଦୂର କରିବ । ଏହି ସମୟରେ ଆପଣ ନିଜକୁ ସୁସ୍ଥ ମଧ୍ୟ ରଖିପାରିବେ…

ଭାରତକୁ ସୁସ୍ଥ ରଖିବା ପାଇଁ ୪ଟି ଫର୍ମୁଲା ଉପରେ କାମ କରୁଛନ୍ତି ସରକାର, ପ୍ରଧାନମନ୍ତ୍ରୀ ମୋଦି କହିଲେ ପୂରା ପ୍ଲାନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ୱେବିନାରକୁ ସମ୍ବୋଧିତ କରି ହେଲ୍‌ଥ ସେକ୍ଟରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏ ଅବସରରେ ସେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତର ଲୋକଙ୍କୁ ସୁସ୍ଥ ରଖିବା ପାଇଁ ୪ଟି…

ନିଜକୁ ମାନସିକ ଭାବେ ସୁସ୍ଥ ରଖିବେ କିପରି ?

ଏହି ସମୟରେ ଦେଶର ଯେଉଁଭଳି ଭାବେ ସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟ ଭରି ରହିଛି । ଦିନରାତି କେବଳ କରୋନା ସମ୍ବନ୍ଧୀୟ ଖବର ପଢି ପଢି ମନରେ ଅସ୍ଥିରତା, ବିରକ୍ତିକର ଏବଂ ମାନସିକ ଚାପ ଭଳି ସମସ୍ୟା ସୃଷ୍ଟି ହେଉଛି । କରୋନା ଭୟରେ ଲୋକଙ୍କ ମନରେ ନକାରାତ୍ମକତା ଦେଖିବାକୁ ମିଳିଛି । ଏହି…

ଚାଣକ୍ୟଙ୍କ ଅମୃତ ବାଣୀ ଆପଣାନ୍ତୁ, ଏକ ସୁସ୍ଥ ଜୀବନ ଅତିବାହିତ କରନ୍ତୁ

ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ଶରୀର ପ୍ରତି ସେତେଟା ଧ୍ୟାନ ଦେଇପାରି ନଥାଉ । ତେଣୁ କରି ଦିନ କୁ ଦିନ ଶରୀର ମଧ୍ୟରେ ରୋଗର ମାତ୍ରା ବଢ଼ିବାରେ ଲାଗିଛି  କିନ୍ତୁ ଯଦି ଜ୍ଞାନୀ ଚାଣକ୍ୟଙ୍କ ଦ୍ୱାରା ପ୍ରଦତ୍ତ କିଛି ଅମୁଲ୍ୟ କଥା କୁ ଆପଣେଇ ପାରିବା ତେବେ ନିଶ୍ଚିତ ରୂପେ ଆମେ ଏକ…