ସାଇଲେଣ୍ଟ ହାର୍ଟ ଆଟାକ କ’ଣ?
ପ୍ରତିବର୍ଷ ହାର୍ଟ ଆଟାକ କାରଣରୁ ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଆଜି ଆମେ ହୃଦୟ ସହ ଜଡିତ ସବୁଠାରୁ ଭୟଙ୍କର ରୋଗ ସାଇଲେଣ୍ଟ ହାର୍ଟ ଆଟାକ ବିଷୟରେ ଆପଣଙ୍କୁ କହିବୁ। ଅନେକ ଏହାକୁ ନେଇ ସଚେତନ ନାହାନ୍ତି । ଆମେ ଆଜି ଏହାର କାରଣ ଓ ନିରାକରଣ ବିଷୟରେ କହିବୁ।
ସାଇଲେଣ୍ଟ…