Browsing Tag

heat wave warning in odisha

ଗତକାଲି ତୁଳନାରେ ଆଜି ଭୁବନେଶ୍ବରରେ କମିଛି ତାତି, ୧୧ ଜିଲ୍ଲାକୁ ହିଟ୍ ୱେଭ୍ ୱାଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ । ଜଳୁଛି ଓଡ଼ିଶା । ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ପାରଦ ୩୭.୪ ଛୁଇଁଛି। ସାମୁଦ୍ରିକ ପବନର ବୃଦ୍ଧି ଯୋଗୁ…

ଆଜିଠୁ ରାଜ୍ୟରେ ବଢ଼ିବ ଖରା, ୪୦ ଡିଗ୍ରୀ ଛୁଇଁବ ତାତି

ଭୁବନେଶ୍ୱର(କେନ୍ୟୁଜ) : ଆଜିଠୁ ରାଜ୍ୟରେ ଡେଇଁବ ପାରଦ । ଆହୁରି ବଢ଼ିବ ଖରା ତାତି । ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଅନୁଭୂତ ହେବ ମେ'ର ନିଦାଘ । ୪୦ ଡିଗ୍ରୀ ଛୁଇଁବ ତାତି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଚଳିତ ସପ୍ତାହରେ ପ୍ରଚଣ୍ଡ ହେବ ସୂର୍ଯ୍ୟତାପ । ଦିନ ତାପମାତ୍ରାରେ ୪-୬…

ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା: ଟ୍ୱିନ ସିଟିକୁ ଆଲର୍ଟ, ୬ ଡିଗ୍ରୀ ଅଧିକ ରହିବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ଓଡ଼ିଶା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମକୋପ ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରୁଛି । ପଶ୍ଚିମରେ ଭୀଷଣ ରୌଦ୍ରତାପ । ଉପକୂଳରେ ଅସହ୍ୟ ଗୁଳୁଗୁଳି । ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ସାଢ଼େ ୧୧ଟା ବେଳକୁ ୪୦ ଡିଗ୍ରୀ ଉପରେ…

ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ, ଆଗାମୀ ୨ଦିନ ଯାଏ ୩ରୁ ୫ଡିଗ୍ରୀ ବଢିବ ଦିନର ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଖରାର ପ୍ରକୋପ ଜାରି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୯ଟା ପରଠାରୁ ବଢୁଛି ଖରାର ପ୍ରକୋପ। ଟାଣ ଖରା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଦେଶର ଉତ୍ତର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ ଶୁଖିଲା ଓ ଉତ୍ତପ୍ତ ବାୟୁ…

ଦିନ ବଢ଼ିବା ସହ ବଢୁଛି ତାତି: ଉପକୂଳରୁ ଉପାନ୍ତ; ଉତ୍ତରରୁ ପଶ୍ଚିମ ସବୁଠି ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ତ୍ରାହି ମିଳୁନି । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ ସବୁଠି ଅସହ୍ୟ ଗରମ । ଦିନ ବଢ଼ିବା ସହ ତାତି ବଢୁଛି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ପଦାକୁ ବାହାରିଲେ ଯେମିତି ଦେହ ମୁହଁ ପୋଡ଼ି ଯାଉଛି । ଆଜି…

ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ, ଅଗ୍ନି ବର୍ଷା ସହ ଝାଞ୍ଜିରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ତାତିରୁ କେବେ ମିଳିବ ତ୍ରାହି ? ତତଲା ତାଓ୍ଵାରେ ଭାଜି ହେଉଛି ସାରା ଓଡ଼ିଶା । ତାପମାତ୍ରା କମିବାର ନାଁ ଧରୁନି । ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୯ଟାରୁ ଆକାଶରୁ ଅଗ୍ନିବର୍ଷା ଆରମ୍ଭ ହୋଇଯାଉଛି । ଦିନ ୧୨ଟା ସୁଦ୍ଧା ଅଧିକାଂଶ ସହରରେ ୪୦ ଡିଗ୍ରୀ ପାର କରୁଛି…

ଶ୍ରାବଣ ମାସରେ ବି ମୁଣ୍ଡଫଟା ଖରା: ରାଜ୍ୟରେ ୧୧ଟି ସହରର ତାପାମତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବଢୁଛି ପାରଦ । ବିଭିନ୍ନ ସ୍ଥାନରେ ବଢୁଚି ଦିନର ତାପମାତ୍ରା । ସ୍ୱାଭାବିକ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧୧ଟି ସହରରେ ଦିନର ତାପାମତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ…

ଆହୁରି ୫ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ୧୨ଟି ସହରର ତାମପାତ୍ରା

ଭୁବନେଶ୍ବର(କେନ୍ୟୁଜ୍‌): ଆହୁରି ୫ ଦିନ କଲବଲ କରିବ ତାତି। ରାଜ୍ୟରେ ଏବେ ଗରମ, ଗୁଳୁଗୁଳି ଜାରି ରହିଛି। ଗତକାଲି ୧୨ଟି ସହରର ତାମପାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ…

ଆଗାମୀ ୪ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ତାପମାତ୍ରା, ଆଜି ୭ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା…

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା। ବୌଦ୍ଧ , ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର ଓ ଟିଟିଲାଗଡ଼ ଆଦି ପାଲଟିଛି ନିଆଁ ପିଣ୍ଡ। ୪୪.୫ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ତତଲାଗଡ଼ ପାଲଟିଛି। ଝାରସୁଗୁଡା ୪୩.୯ ଓ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ୨୨ଟି ସହରରେ ୪୦ ଡିଗ୍ରୀ…

ବୁଧବାରଠୁ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା, ଏହି ୬ଟି ଜିଲ୍ଲାକୁ IMDର ହିଟ୍‌ୱେଭ୍‌ ଆଲର୍ଟ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଡେଉଁଛି ପାରଦ । ବଢୁଛି ତାତି । ବୁଧବାରଠୁ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧାରେ ଖରାର ସର୍ବାଧିକ ପ୍ରଭାବ ରହିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୬ ଜିଲ୍ଲାକୁ IMDର ହିଟ୍‌ୱେଭ୍‌…

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା , ଏହାପରେ ଦେଖିବାକୁ ମିଳିବ କାଳବୈଶାଖୀର…

ଭୁବନେଶ୍ବର(କେନ୍ୟୁଜ୍) : ସାରା ରାଜ୍ୟରେ ପୁଣି ବଢିବ ତାତି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ୱେଷ୍ଟବେଙ୍ଗଲରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରାପ ଲାଇନ୍‌…