ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା
ଭୁବନେଶ୍ୱର(କେନ୍ୟୁଜ୍): ପୁଣି କଲବଲ କରିବ ତାତି । ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ଗରମ । ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ସେହିପରି ୩ ଦିନ ମଧ୍ୟରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଦିନ ଡିଗ୍ରୀ…