Browsing Tag

heatwave in odisha

କମିଲା କାଳବୈଶାଖୀ ପ୍ରଭାବ, ଆଜିଠାରୁ ପୁଣି ମୁଣ୍ଡଫଟା ଖରା

ଭୁବନେଶ୍ୱର : କମିଲା କାଳବୈଶାଖୀ, ବଢିବ ତାତି । ମାର୍ଚ୍ଚ ଅଧାରୁ ଜଳୁଥିଲା ଅଧାରୁ ଅଧିକ ଓଡ଼ିଶା କାଳବୈଶାଖୀ ବର୍ଷା ଫଳରେ ତାତିରୁ ସାମାନ୍ୟ ରିହାତି ପାଇଥିଲେ । ହେଲେ ଏବେ ପୁଣି ସେହି ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଆଜିଠାରୁ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ । ଉପରମୁହାଁ…

ଖୁବଶୀଘ୍ର ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି

ଉମରକୋଟ: ରାଜ୍ୟରେ ଖୁବଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ । ବଢୁଥିବା ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇପାରେ । କେବେ ଠାରୁ ସକାଳୁଆ ସ୍କୁଲ କରାଯିବ ସେଥିପାଇଁ ରାଜସ୍ୱ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା କରାଯିବ । ଏହାପରେ ଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା…

ତାତିରେ ସିଝୁଛି ସାରା ରାଜ୍ୟ, ୧୮ ଯାଏ ସିଭିୟର ହିଟ ୱେଭ ଜାରି

ଭୁବନେଶ୍ୱର : ତାତିରେ ସିଝୁଛି ସାରା ରାଜ୍ୟ । ମାର୍ଚ୍ଚ ଅଧାରୁ ଡହଡ଼ହ ଖରା । ଚୈତ୍ର ପାଦ ନଦେଉଣୁ ଗ୍ରୀଷ୍ମଲହରୀର ପ୍ରକୋପ ଆରମ୍ଭ । ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ୧୮ ତାରିଖ ଯାଏ ସିଭିୟର ହିଟ ୱେଭ ଓ ଉଷ୍ମରାତି ପାଇଁ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।…

୩ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ, ଆଜିଠୁ ବଢିବ ପାରଦ

ଭୁବନେଶ୍ୱର : ରାଜ୍ୟରେ ଆହୁରି କଲବଲ କରିବ ତାତି । ଆଜିଠୁ ବଢିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା । ୩ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୪ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ…

ଆସନ୍ତା ୪ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର(କେନ୍ୟୁଜ୍‌): ସାମାନ୍ୟ କମିଛି ତାତି । କିନ୍ତୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ନାହିଁ। ଆସନ୍ତା ୪ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଜାରି ରହିବ। ଉଷ୍ମ ଓ ଆଦ୍ର ବାୟୁ ପ୍ରଭାବ ଫଳରେ ଗୁଳୁଗୁଳି ଜାରି ରହିବା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ବର…

୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ: ପଶ୍ଚିମରେ ଡହଡହ ଖରା, ଉପକୂଳରେ ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତାତିରୁ ନିସ୍ତାର ନାହିଁ । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ ଗୁଳୁଗୁଳି । ୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ୨ ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ଧୀରେ ଧୀରେ ତାପମାତ୍ରା ୨ରୁ ୪ ଡିଗ୍ରୀ…

ହିଟୱେଭ ନେଇ ୮ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର(କେନ୍ୟୁଜ୍‌): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅତିରିକ୍ତ SRC ଚିଠି ଲେଖିଛନ୍ତି ।…

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଏପଟେ ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ସ୍ବାଭାବିକ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଦକ୍ଷିଣ ଓଡ଼ିଶାର ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ଥିବାବେଳେ ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ଅନ୍ୟ ଅଞ୍ଚଳରେ…

ଆଜିଠୁ ଜଳିବ ପଶ୍ଚିମ ଓଡିଶା: ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ହିଟଓ୍ବେଭ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା ।  ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ ହିଟଓ୍ବେଭ ଆଲର୍ଟ ଜାରି କରଯାଇଛି । ସ୍ବାଭାବିକ ଠାରୁ ୩ ରୁ ୬ ଡିଗ୍ରୀ ଉପରେ ରହିବ ପାରଦ । ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ…

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ…

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ଅସ୍ୱାଭାବିକ ମୃତ୍ୟୁ ହିଟୱେଭ କାରଣରୁ ନା ଆଉ କିଛି ସେନେଇ ସ୍ଥାନୀୟ ପ୍ରଶାସନ…

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା । ସାରା ପଶ୍ଚିମ ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ପକାଉଛି ଖରା । ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି । ଗତକାଲି ଟିଟିଲାଗଡ଼ରେ ୪୬.୫ ଡିଗ୍ରୀ ଓ ବଲାଙ୍ଗିରରେ ୪୬.୪ ଡିଗ୍ରୀ ତାପମାତ୍ରା…

ମୃତ୍ୟୁ ପରେ ଚକ୍ଷୁଦାନ କରି ମହାନ୍ ହୋଇଗଲେ ରିଙ୍କୁ

ସୁନ୍ଦରଗଡ଼(କେନ୍ୟୁଜ): ଜୀବନ ଯୁଦ୍ଧରେ ବହୁ ଦୁଃଖ କଷ୍ଟ ଆସେ କିନ୍ତୁ ସେସବୁକୁ ମନରୁ ପାଶୋରି ନୂଆ ଆଶାର ଆଲୋକ ନେଇ ବଞ୍ଚିବାକୁ ପଡ଼େ । ଯିଏ ସବୁ କଷ୍ଟକୁ ଭୁଲି ସଂଘର୍ଷ କରିପାରେ ସେ ହିଁ ପ୍ରକୃତରେ ଜୀବନର ମୂଲ୍ୟ ବୁଝିପାରେ । ଠିକ୍ ଏମିତି ଥିଲେ ରିଙ୍କୁ । ବାପା ମା' ବହୁ କଷ୍ଟ କରି ବଡ…