Browsing Tag

heatwave to return

୯ରୁ ପୁଣି ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ; ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ

ଭୁବନେଶ୍ୱର : ପୁଣି ରାଜ୍ୟକୁ ଫେରିବ ତାତି । ୯ ତାରିଖରୁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ୨୪ ଘଣ୍ଟା ପରେ ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଭାରତରେ ୩ରୁ ୫ ଡିଗ୍ରୀ ଯାଏ ବଢିବ ତାତି ।  ୮ ତାରିଖରୁ ପୂର୍ବ ଭାରତକୁ ଏବଂ ୯ରୁ ଓଡିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।…