Browsing Tag

Heatwave warning

କଲବଲ କଲାଣି ଖରା: ସକାଳୁ ରାଜଧାନୀରେ ୩୨ ଡିଗ୍ରି ଟପିଲା ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବି ସକାଳୁ ସକାଳୁ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଲାଣି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଦିନର ସର୍ବୋଚ୍ଚ ତାପମାତ୍ରା…

ଆସନ୍ତା ୧୬ ଯାଏ କଲବଲ କରିବ ତାତି, ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ବଢିଛି ଚିନ୍ତା

ଭୁବନେଶ୍ବର(କେନ୍ୟୁଜ୍): ତାତିରୁ ନାହିଁ ନିସ୍ତାର । ଆସନ୍ତା ୧୬ ତାରିଖ ଯାଏ କଲବଲ କରିବ ଖରା । ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ଗତକାଲି ଟିଟିଲାଗଡ଼ରେ ୪୫ ଡିଗ୍ରୀ ଥିଲା ତାପମାତ୍ରା । ବଲାଙ୍ଗିରରେ ୪୪.୯, ବୌଦ୍ଧରେ ୪୪.୫, ସମ୍ବଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ…

ତାତିରୁ ନିସ୍ତାର ନାହିଁ: ୫ ଦିନ ପାଇଁ ହିଟ୍‌ୱେଭ ୱାର୍ଣ୍ଣିଂ, ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ପାରଦ

ଭୁବନେଶ୍ୱର(କେନ୍ୟୁଜ୍): ତାତିରୁ ମିଳୁନି ନିସ୍ତାର । ସାରା ରାଜ୍ୟରେ ଆକାଶରୁ ଅଗ୍ନିବର୍ଷା । ୫ ଦିନ ପାଇଁ ହିଟ୍‌ୱେଭ ୱାର୍ଣ୍ଣିଂ । ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢିବ ଗ୍ରୀଷ୍ମପ୍ରବାହ, ଆଜି ୧୧ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର : ତାତିରେ ଡହଳ ବିକଳ ହେଉଛି ଓଡ଼ିଶା । ସାରା ରାଜ୍ୟରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଏହି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ସୂଚନା ଅନୁଯାୟୀ ଗତକାଲି ରାଜ୍ଯର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ, ଟିଟିଲାଗଡ଼ରେ…